Odisha Link
Bridging the Missing Links in Odisha
Browsing Tag

Sarukh Khan

୫୫ ବର୍ଷରେ ପାଦ ଥାପିଲେ କିଙ୍ଗ୍‌ ଖାଁ…

ମୁମ୍ବାଇ: ଆଜି ବଲିଉଡ ବାଦଶାହ ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହରୁଖ। ଶାହରୁଖଙ୍କ ଜନ୍ମଦିନ ଅବସରରେ ବହୁ କଳାକାରଙ୍କ ସମେତ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୬୫ ନଭେମ୍ବର ୨ରେ ଶାହରୁଖ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ।…

ସିଏଏ: ତୁଝେ ଦେଖାତୋ ୟେ ଜାନା ସନମ୍‌,…

ମୁମ୍ବାଇ: ଦୀପିକା ପାପୁକୋନଙ୍କ ପରେ ଏବେ ବଲିଉଡର ବାଦ୍‌ଶାହା ଶାହରୁଖ୍‌ ଖାନ୍‌ଙ୍କୁ ନେଇ ଚର୍ଚ୍ଚା। ସିଏଏକୁ ଏବଂ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ) ରେ ହୋଇଥିବା ହିଂସାକୁ ବିରୋଧ କରି ଦିଲ୍ଲୀର ଶାହୀନ ବାଗ ଠାରେ କରାଯାଇଥିବା ଆନ୍ଦୋଳନରେ ଏବେ ଶାହରୁଖ୍‌ ଖାନ୍‌ଙ୍କୁ ଟାର୍ଗେଟ୍ କରାଯାଇଛି।…