Odisha Link
Bridging the Missing Links in Odisha
Browsing Tag

Share Market

ସେୟାର ବଜାର: ଗୋଟିଏ ଦିନରେ ୨.୫ଲକ୍ଷ…

ମୁମ୍ବାଇ: ସାରା ଦେଶରେ ମାନ୍ଦାବସ୍ଥାକୁ ନେଇ ଲାଗିରହିଛି ଚିନ୍ତା। ଏହାରି ଭିତରେ ସେୟାର ମାର୍କେଟରୁ ରିପୋର୍ଟ ଆସୁଛି ତାହା ମାନ୍ଦାବସ୍ଥା ଚିନ୍ତାକୁ ଆହୁରି ବଢାଇ ଦେଇଛି। କାରଣ ସେୟାର ମାର୍କେଟ ହୋଇଛି ପ୍ରଭାବିତ। ଗୋଟିଏ ଦିନର ଟ୍ରେଡିଂରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କା ହରାଇଛନ୍ତି ନିବେଶକ। ୧୩୮ ଲକ୍ଷ…

ସେୟାର ବଜାର ମାନ୍ଦା: ଡଲାର ତୁଳନାରେ…

ନୂଆଦିଲ୍ଲୀ: ସେୟାର ବଜାରରେ ମାନ୍ଦା କାରବାର। ସେଇପାଇଁ ଆମେରିକୀୟ ଡଲାର ତୁଳାନରେ ଟଙ୍କା ଓ ୟାନ ବିନିମୟ ମୂଲ୍ୟରେ ସୋମବାର ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ପ୍ରତି ଡଲାର ବିନିମୟ ମୂଲ୍ୟ ୭୦ ଟଙ୍କା ୭୧ ପଇସାରେ ପହଞ୍ଚିବାବେଳେ ତାହା ପୂର୍ବରୁ ପ୍ରତି ଡଲାର ବିନିମୟ ମୂଲ୍ୟ ୬୯ ଟଙ୍କା ୬୦ ପଇସା ଥିଲା।…

୨୦୦ ପଏଣ୍ଟ ଉପରେ ସେନ୍‌ସେକ୍ସ

ମୁମ୍ବାଇ: ଜାପାନର ଓସାକା ସହରରେ ଅନୁଷ୍ଠିତ ହୋଇଥିଲା ଜି-୨୦ ଶିଖର ସମ୍ମିଳନୀ। ତେବେ ଜି-୨୦ ଶିଖର ସମ୍ମିଳନୀର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ଜି-୨୦ ବୈଠକ ପ୍ରଭାବରେ ସେନସେକ୍ସ ୨୦୦ ପଏଣ୍ଟ ଉପରେ ରହିଛି। ୨୪୯.୫୭ ପଏଣ୍ଟ ଉପରକୁ ଉଠି ସେନସେକ୍ସ ୩୯୬୪୪.୨୧ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ…