Odisha Link
Bridging the Missing Links in Odisha
Browsing Tag

Share Market

ପ୍ରତିଦିନ ସେୟାର ମାର୍କେଟରେ ନୂଆ…

ଓଏଲ୍‌ ବ୍ୟୁରୋ: ଭାରତୀୟ ସେୟାର ମାର୍କେଟରେ ଉତ୍ସାହ ଜାରି ରହିଛି। ଆଜି ମାର୍କେଟ ଆରମ୍ଭରୁ ହିଁ ଉଭୟ ସେନସେକ୍ସ ଓ ନିଫ୍ଟି ଅଲ୍‌ ଟାଇମ୍‌ ହାଏରେ କାରବାର ଆରମ୍ଭ କରିଛି। ସେନସେକ୍ସ ୩୩୪.୯୯ ପଏଣ୍ଟ ଉପରକୁ ଉଠି ୮୨.୩୨୧ରେ କାରବାର ଆରମ୍ଭ କରିଥିଲା। ସେହିପରି ନିଫ୍ଟି ୮୩.୪୫ ପଏଣ୍ଟ ଉପରକୁ ଉଠି ୨୪,୩୬୯ରେ…

ରାତି ପାହିଲେ ଆସିବ ଜନାଦେଶ, ତାପୂର୍ବରୁ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଆସିବ ଜନାଦେଶ। ଗଣତନ୍ତ୍ରର ମହାପର୍ବର ଫଳାଫଳକୁ ଅପେକ୍ଷା କରିଛନ୍ତି ଦେଶବାସୀ। ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ସେୟାର ମାର୍କେଟରେ ଦେଖିବାକୁ ମିଳିଛି ଉତ୍ସାହ। ସୋମବାର ସେନସେକ୍ସ ୨୦୦୦ ପଏଣ୍ଟ ଉପରକୁ ଉଠି ୭୬,୭୩୮ରେ କାରବାର ଆରମ୍ଭ କରିଛି। ସେହିପରି ନିଫ୍ଟି ୬୫୦…

ପ୍ରଥମ ଥର ପାଇଁ ସେନସେକ୍ସ ୭୩ହଜାର ପାର,…

ଓଏଲ୍‌ ବ୍ୟୁରୋ: ସେୟାର ମାର୍କେଟରେ ଉତ୍ସାହ। ସପ୍ତାହର ପ୍ରଥମ କାରବାର ଦିନରେ ହିଁ ରେକର୍ଡ ଭାଙ୍ଗିଛି ସେନସେକ୍ସ। ପ୍ରଥମଥର ପାଇଁ ବିଏସ୍‌ଇ ସେନସେକ୍ସ ୭୩ ହଜାର ପଏଣ୍ଟ ପାର କରି କାରବାର ଆରମ୍ଭ କରିଛି। ସପ୍ତାହର ପ୍ରଥମ କାରବାର ଦିନ ସୋମବାରରେ ସେନସେକ୍ସ ୪୮୧ ପଏଣ୍ଟ ଉପରକୁ ଉଠି ୭୩,୦୪୯ରେ କାରବାର…

ବଜାରରେ ହାହାକାର, ଦିନକରେ ବୁଡ଼ିଗଲା ୩…

ଓଏଲ୍‌ ବ୍ୟୁରୋ : ଗୁରୁବାର ଦିନ ସେୟାର ବଜାରରେ ହାହାକର ସ୍ଥିତି । ଯାହାଫଳରେ ବିଏସଇ ସେନସେକ୍ସ ୮୭୮.୮୮ ପଏଣ୍ଟ ହ୍ରାସ ହୋଇ ୬୧,୭୯୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୨୪୫.୪୦ ପଏଣ୍ଟ ତଳକୁ ଖସି ୪୮,୪୧ ପଏଣ୍ଟରେ ବନ୍ଦ ହୋଇଛି। ବୁଧବାର ରାତିରେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧ…

ପରଲୋକରେ ସେୟାର ମାର୍କେଟର ବିଗ୍‌ବୁଲ୍‌

ଓଏଲ୍‌ ବ୍ୟୁରୋ: ପରଲୋକରେ ସେୟାର ମାର୍କେଟର ବିଗ୍‌ବୁଲ୍‌ ଭାବେ ପରିଚିତ ରାକେଶ ଝୁନଝୁନୱାଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ୬୨ ବର୍ଷ ବୟସରେ ସେୟାର ମାର୍କେଟ କିଙ୍ଗ୍‌ ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି…

ସେନ୍‌ସେକ୍ସ ନିଫ୍ଟିରେ ନୂଆ ରେକର୍ଡ

ନୂଆଦିଲ୍ଲୀ: ସେନ୍‌ସେକ୍ସ ଓ ନିଫ୍ଟିରେ ସର୍ବକାଳୀନ ରେକର୍ଡ। କରୋନା ମହାମାରୀ ପରେ ଆର୍ଥିକ ସୁଧାରର ଆଶା ଧିରେଧିରେ ବଢ଼ୁଥିବା ବେଳେ ଆଜି ଭାରତୀୟ ସେୟାର୍‌ ବଜାରରେ‌ ସର୍ବକାଳୀନ ରେକର୍ଡ ୫୨,୦୦୦ ମାର୍କରେ ପହଞ୍ଚିଛି। ସଫଳତାର ସହ କରୋନାଭାଇରସ୍‌ ଟିକା ବିଶ୍ୱବ୍ୟାପୀ ଉପଲବ୍ଧ ହେବା ପରେ ଅନ୍ୟ ଏସୀୟ…

୨ୟ ଦିନରେ ଲକଡାଉନ: ସେୟାର ବଜାରରେ…

ମୁମ୍ବାଇ: ଆଜି ସାରା ଦେଶରେ ଜାରି ହୋଇଥିବା ଲକ ଡାଉନର ୨ୟ ଦିନ। ଲକଡାଉନ ହେବା ସତ୍ତ୍ବେ ସେୟାର ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗୁୁରୁବାର ସେୟାର ବଜାର ସବୁଜ ଚିହ୍ନରେ ଖୋଲିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୩୪୮.୬୩ ଅଙ୍କ ଅର୍ଥାତ୍‌ ୧.୨୨ ପ୍ରତିଶତ ବୃଦ୍ଧି ପାଇ…

ଲକଡାଉନ: ସେୟାର ବଜାରରେ ବୃଦ୍ଧି,…

ମୁମ୍ବାଇ: ଆଜିଠୁ ସାରା ଦେଶ ଲକଡାଉନ। ହେଲେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି। ଅପରାହ୍ନ ୨ଟା ୩୦ ସୁଦ୍ଧା ସେନସେକ୍ସ ଓ ନିଫଟି ବୃଦ୍ଧି ପାଇବାରେ…

କରୋନା: ସେୟାର ବଜାରରେ ବଡ଼ ହ୍ରାସ,…

ମୁମ୍ବାଇ: ଭାରତରେ କାୟ ମେଲାଉଛି କରୋନା ଭୂତାଣୁ। ସେହିପରି ସେୟାରବଜାର ଉପରେ ମଧ୍ୟ କରୋନାର ପ୍ରଭାବ ଜାରି ରହିଛି। ଆଜି କାରବାରର ପ୍ରଥମ ଦିନରେ ସେନସେକ୍ସରେ ବଡ ହ୍ରାସ ଦେଖାଦେଇଛି । ବିଏସଇ ସେନସେକ୍ସ ୨୩ ଶହ ୭ ପଏଣ୍ଟ ହ୍ରାସ ପାଇ ୨୭ ହଜାର ୬୦୮ରେ ଖୋଲିଥିଲା। ଆଜି କାରବାରର ପ୍ରଥମ ଏକ ଘଣ୍ଟାରେ ନିବେଶକ…

କରୋନା ପ୍ରଭାବ: ସେୟାର ବଜାରରେ ସାମାନ୍ୟ…

ମୁମ୍ବାଇ: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ସେହିଭଳି କରୋନା ଭାଇରସର ପ୍ରଭାବ ସେୟାର ବଜାରରେ ପରିଲିଖିତ ହୋଇଛି। ଆଜି ଗୁରୁବାର କାରବାର ଆରମ୍ଭରେ ସେନସେକ୍ସ ୧୬ ଶହ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫଟି ୩ ଶହ ପଏଣ୍ଟ କମିଛି । କିଛି ସମୟ ପରେ ଏହି ସେନସେକ୍ସ ୨ ହଜାର ପଏଣ୍ଟ କମିଯାଇଥିଲା…