Odisha Link
Bridging the Missing Links in Odisha
Browsing Tag

Shree Mandir

ଚିକିତ୍ସା ସେବାରେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ମନ୍ଦିର ନିକଟରେ ଏକ ପ୍ରାଥମିକ ସହାୟତା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ପ୍ରାଥମିକ ସହାୟତା କେନ୍ଦ୍ର ପର୍ଯ୍ୟଟକ,ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରୀଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହେବ। ଏହା ବ୍ୟତୀତ…

ଶ୍ରୀମନ୍ଦିରର ବିକାଶ ପାଇଁ ନିଧି ସମର୍ପଣ…

ପୁରୀ: ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହି ମହତ୍ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ରାଜ୍ୟର ୪.୫ କୋଟି ଓଡିଆଙ୍କୁ ସାମିଲ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସଂହ ଦେବଙ୍କୁ…

ଶ୍ରୀମନ୍ଦିର ପ୍ରତି ଅବହେଳା ବନ୍ଦ କରନ୍ତୁ…

ପୁରୀ: ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ ଉଠିଛି। ଏନେଇ ୫ଟି ସଚିବ ପାଣ୍ଡିଆନଙ୍କୁ କଟାକ୍ଷ କଲେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ପାଣ୍ଡିଆନ ନବୀନଙ୍କ ମନକଥା ବୁଝିପାରୁଛନ୍ତି ହେଲେ କୋର୍ଟ ନିର୍ଦ୍ଦେଶ ପଢ଼ିପାରୁନାହାନ୍ତି। ରାଜ୍ୟ ସରକାର…

ମେଘନାଦ ପାଚେରୀ କଡ଼ରେ ଭ୍ରାମ୍ୟମାଣ…

ପୁରୀ: ମେଘନାଦ ପାଚେରୀ କଡରେ ପରିସ୍ରା କରିବା ଘଟଣାକୁ ନେଇ ସଚେତନ ହେଲା ଜିଲ୍ଲା ପ୍ରଶାସନ। ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ତଥା ମେଘନାଦ ପାଚେରୀ କଡ଼କୁ ଆଉ ଅପରିସ୍କାର ହେବନି। ମେଘନାଦ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ। ମେଘନାଦ ପାଚେରୀର ପବିତ୍ରତା ରକ୍ଷା ଓ ମରାମତି ପାଇଁ…