Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପ୍ରତି ଅବହେଳା ବନ୍ଦ କରନ୍ତୁ : ସତ୍ୟପ୍ରକାଶ ନାୟକ

ପୁରୀ: ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ ଉଠିଛି। ଏନେଇ ୫ଟି ସଚିବ ପାଣ୍ଡିଆନଙ୍କୁ କଟାକ୍ଷ କଲେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ପାଣ୍ଡିଆନ ନବୀନଙ୍କ ମନକଥା ବୁଝିପାରୁଛନ୍ତି ହେଲେ କୋର୍ଟ ନିର୍ଦ୍ଦେଶ ପଢ଼ିପାରୁନାହାନ୍ତି। ରାଜ୍ୟ ସରକାର ନିଜ ସ୍ବାର୍ଥ ପାଇଁ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶକୁ ଚାପି ଦେଇଛନ୍ତି। ଶ୍ରୀମନ୍ଦିର ପ୍ରତି ସରକାର ବହୁତ ଅବହେଳା କଲେଣି ଏବେ ଏସବୁ ବନ୍ଦ କରନ୍ତୁ।

Comments are closed.