Odisha Link
Bridging the Missing Links in Odisha
Browsing Tag

Sonu Nigam

କରୋନା : ଦୁବାଇରେ ଫସିଲେ ସୋନୁ

ମୁମ୍ବାଇ:  କରୋନା ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହେଉଛି । ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଏହାର ପ୍ରଭାବ ବଲିଉଡରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଏକ…

ଯାଜପୁର ଜିଲା ମହୋତ୍ସବରେ ଯୋଗ ଦେବେ ସୋନୁ…

ଯାଜପୁର: ଆସନ୍ତା କାଲି ଉଦଘାଟତ ହେବ ୮ ତମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଉଦଘାଟନ କରିବେ। ଏଥିସହିତ ଜିଲାର…