Odisha Link
Bridging the Missing Links in Odisha
Browsing Tag

Subhransu Panda

ଗୌରହରି ଦାସ, ବିପିନ ନାୟକ ପାଇବେ…

୨୦-୨୧ ଅକ୍ଟୋବର ୨୦୧୯ରେ ଦୁଇଦିନିଆ କୋରାପୁଟ ସାହିତ୍ୟ ଉତ୍ସବ ଭୁବନେଶ୍ବର: ପ୍ରଖ୍ୟାତ କଥାକାର ଡ.ଗୌରହରି ଦାସ ଓ ପ୍ରଖ୍ୟାତ କବି ଶ୍ରୀ ବିପିନ ନାୟକ ପାଇବେଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ…

ଆଜି ଓଡ଼ିଶା ଯୁବ ସମ୍ମାନ ସମାରୋହ ୨୦୧୯

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆଜି ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ। ଏ ଅବସରରେ ୪୦ ବର୍ଷରୁ କମ୍‌ ଯୁବ ବର୍ଗର ୧୭ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍‌ଯୋଗୀ ଯୁବ ପ୍ରତିଭାଙ୍କୁ ଏ ଅବସରରେ ସମ୍ମାନିତ କରାଯିବ। ସ୍ଥାନୀୟ ଜୟଦେବ ଭବନରେ ଆଜି…

ସନ୍ଥକବି ଭୀମଭୋଇ ଗ୍ରନ୍ଥାଗାର ଉଦଘାଟିତ,…

ନୟାଗଡ଼: ଆଜି ନୟାଗଡ଼ ପି.ଟି.ଏସ୍‌ ରୋଡ଼ସ୍ଥିତ ନୟାଗଡ଼ ଦର୍ପଣ ଅଫିସ୍‌ କାର୍ଯ୍ୟାଳୟ ପରିସରରେ ସନ୍ଥକବି ଭୀମଭୋଇ ଗ୍ରନ୍ଥାଗାରରୁ ଉଦଘାଟନ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ବରିଷ୍ଠ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର। ଆୟୋଜିତ ସଭାରେ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା…

ଭଦ୍ରକରେ ରାତି

ଭଦ୍ରକରେ ରାତି 🔵 ଶୁଭ୍ରାଂଶୁ ପଣ୍ଡା ••••••••••••••••••••••••••••••• https://www.youtube.com/watch?v=fYDucWsynY8&feature=youtu.be ଭଦ୍ରକରେ ଅଧରାତି ଶବ ଆସେ, ଦୂରୁ ଶୁଭେ ସାଇରନ୍ କରୁଣ କାନ୍ଦଣା ବସ ଷ୍ଟାଣ୍ଡ ଭିଡ଼ ଭାଙ୍ଗେ ରାତି ବଢ଼େ, ଅବେଳରେ କେଉଁଠାରେ ଚାଲିଛି…

ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ 'ଶୁଭସ୍ବର' ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ ୨୦୧୦ ମସିହାରେ ଯେତେବେଳେ ବୋଆ ସିନିଅର ନାମ୍ନୀ ଆଣ୍ଡାମନ ମହିଳା ପ୍ରାଣ ହରାଇଲେ, ଗୋଟିଏ ଭାଷା ଭୂପୃଷ୍ଠରୁ ସମ୍ପୂର୍ଣ୍ଣ ଲୋପ ପାଇଗଲା। କାରଣ ବୋଆ ସିନିଅର୍‌ ଥିଲେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ବିଲୁପ୍ତ…

ଅନୁକମ୍ପା ରାଜନୀତି, ଅଲୋଡ଼ା ନେତ୍ରୀ

ବାହାଘର ପରେ ବେଦି ମୁହଁ ପୋଡ଼ା ନ୍ୟାୟରେ ଯାହାଙ୍କୁ ଆୟୁଧ କରି ବିଜୁ ଜନତା ଦଳ (ବିଜେଡି) ମତଦାତାଙ୍କ ଅନୁକମ୍ପା ହାସଲରେ ସଫଳ ହୋଇଛି, ପରବର୍ତ୍ତୀ ସମୟରେ ତାଙ୍କୁ ହିଁ ଦଳୀୟ ରାଜନୀତିରେ ଅଣଦେଖା କରିଛି। ବିଜେଡି ଗଠନ ଦିନ ଠାରୁ ଏଯାବତ୍‌ ଏଭଳି ୪ ଗୋଟି ଉଦାହରଣ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା…

ଓଡ଼ିଶା ଲିଙ୍କ କାହିଁକି?

ଅ‍ାଞ୍ଚଳିକ ଖବରକୁ ଅଧିକ ଗୁରୁତ୍ବ ପ୍ରଥମରୁ କହିରଖେ, କାହା ଠାରୁ ନିଜକୁ ଶ୍ରେଷ୍ଠ ବା ଖୁବ୍‌ ବେଶି ପାରିବାର ବୋଲି ଦେଖାଇ ହେବାର ଉଦ୍ଦେଶ୍ୟ ଆମର ଆଦୌ ନାହିଁ। ଏମିତିରେ ନିଜକୁ ନିଜେ ଶ୍ରେଷ୍ଠ ଆଉ ପାରିବାର ବୋଲି କହି ବୁଲୁଥିବା ଗଣମାଧ୍ୟମର ସଂଖ୍ୟା ଓଡ଼ିଶାରେ କିଛି କମ ନୁହେଁ। ତେବେ ରାଜ୍ୟର ଶତାଧିକ…