Odisha Link
Bridging the Missing Links in Odisha
Browsing Tag

T 20

ୟୁଏଇରେ ଖେଳାଯିବ ଟି-୨୦ ବିଶ୍ୱକପ୍

ନୂଆଦିଲ୍ଲୀ: ଚଳିତବର୍ଷ ୟୁଏଇରେ ଖେଳାଯିବ ଟି-୨୦ ବିଶ୍ୱକପ। ଏନେଇ ଆଜି ବିଭାଗୀୟ ଅଧିକାରୀ ଘୋଷଣା କରିଛନ୍ତି। କରୋନା ସମୟରେ ଭାରତରେ ଏହି ମ୍ୟାଚ୍ ଆୟୋଜନ ନେଇ ସନ୍ଦେହ ଥିବା ବେଳେ ଆଜି ବିସିସିଆଇ ତରଫରୁ ଆଇସିସିକୁ ସୂଚନା ଦିଆଯାଇଛି। ଟି-୨୦ ବଶ୍ୱକପ୍ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ। ଟି-୨୦…

ରେକର୍ଡ ରଚିଲେ କ୍ରିସ୍‌ ଗେଲ, ହେଲେ…

ଆବୁଧାବୀ: ଶୁକ୍ରବାର ଦିନ ଟି-୨୦ କ୍ରିକେଟ ଇତିହାସରେ ନୂଆ ମାଇଲଖୁଣ୍ଟ ଛୁଇଁଲେ କ୍ରିସ୍‌ ଗେଲ। କ୍ରିକେଟର ଛୋଟ ଫର୍ମାଟ ଟି-୨୦ରେ ୧୦୦୦ ଛକା ମାରିବାର ରେକର୍ଡ ନିଜ ନାମରେ କଲେ କ୍ରିସ୍‌ ଗେଲ। ଗତକାଲି ଆବୁଧାବୀରେ ଖେଳାଯାଇଥିବା ମ୍ୟାଚରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି କ୍ରିସ୍‌ ଗେଲ। ଅନ୍ୟପଟେ…

ଇତିହାସ ରଚିଲେ କିରନ ପୋଲାର୍ଡ

ପଲିକେଲି: ଗତକାଲି ଶ୍ରୀଲଙ୍କାର ପଲିକେଲି ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳା ଯାଇଥିଲା। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଘରୋଇ ଶ୍ରୀଲଙ୍କା ଦଳକୁ ୨୫ରନରେ ହରାଇ ସିରିଜରେ ୧-୦ରେ ଆଗୁଆ ରହିଛି। ଅପରପକ୍ଷେ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ…

ଆଜି ଶେଷ ଟି-୨୦: ସିରିଜ ଜିିତିବା…

ପୁଣେ: ଆଜି ପୁଣେରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା। ଉଭୟ ଦଳ ତୃତୀୟ ତଥା ଅନ୍ତିମ ଟି-୨୦ ଖେଳିବେ। ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍…

ଟି-୨୦: ରାହୁଲଙ୍କ ୧ହଜାର ରନ୍‌ ପୂରଣ

ହାଇଦ୍ରାବାଦ: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଅଧିନାୟକ ବିରାଟ କୋହଲି ଏବଂ ଅପନର କେ ଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ପାରିଛି। ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅନ୍ତର୍ଜାତୀୟ ଟି-୨୦ରେ…

ଟିମ୍‌ ଇଣ୍ଡିଆରେ ଧୋନିଙ୍କ ସ୍ଥାନ ନେବ…

ନୂଆଦିଲ୍ଲୀ: ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ବକପ୍। ଏସବୁକୁ ନଜର ରଖି ଟିମ୍‌ ଇଣ୍ଡିଆ ଚଲାଇଛି ପ୍ରସ୍ତୁତି। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଟିମ୍‌ ଘୋଷଣା କରାଯାଇଛି। ଏଥର କିନ୍ତୁ ଟିମରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ମିଳିନାହିଁ।…

ରୋହିତଙ୍କ ନୂଆ ରେକର୍ଡ଼, ଟି-୨୦ କ୍ରିକେଟର…

ଲାଉଡରହିଲ୍: ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚ ଡିଏଲ ନିୟମରେ ୨୨ ରନରେ ବିଜୟୀ ଲାଭ କରିଛି। ଏଥିସହିତ ଟି-୨୦ ସିରିଜକୁ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ୨-୦ରେ ସିରିଜରେ ଆଗୁଆ ରହିଛି। ଆସନ୍ତାକାଲି ଅନ୍ତିମ ମ୍ୟାଚ ଖେଳାଯିବ। ଅପରପକ୍ଷେ ଟିମ୍ ଇଣ୍ଡିଆ…