Odisha Link
Bridging the Missing Links in Odisha
Browsing Tag

Thief

ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି…

ଆସିକା: ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୋଲସରା ଥାନା ରାଣୀପଡ଼ାର ଗଙ୍ଗା ତାଣ୍ଡି ନାମକ ଯୁବକଙ୍କୁ ହତ୍ୟା କରାଯାଇଛି। ଗଙ୍ଗାକୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି…

ଛେଳି ଚୋରି କରି ଛାଡ଼ିଗଲେ ଚାରିଚକିଆ ଗାଡ଼ି

ଭଞ୍ଜନଗର: ଛେଳି ଚୋରି କରି ନେଇଗଲେ ହେଲେ ଛାଡିଗଲେ ଚାରିଚକିଆ ଗାଡ଼ି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରଗାଁରେ। ସୂଚାନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ୨ଟି ସ୍କର୍ପିଓରେ ୪ ରୁ ୫ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ବରଗାଁର ଉଦୟ ଗୌଡଙ୍କ…

ସୁନା ବ୍ୟବସାୟୀଙ୍କୁ ଛୁରାମାଡ

ରାଉରକେଲା: ରାଉରକେଲାରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ (ଆଇଜିଏଚ)ରେ ଭର୍ତ୍ତି କରାଯାଇଛି। ବିନାୟକଙ୍କ ଶରୀରର ପାଞ୍ଚଟି ସ୍ଥାନରେ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ରାଉରକେଲା…

ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର: ଚୋରି…

ନୂଆଦିଲ୍ଲୀ: ରବିବାର ଦିନ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ସେଦିନଠୁ ସବୁଦିନ ପାଇଁ ଅସ୍ତ ହୋଇଗଲେ ଅରୁଣ। ହେଲେ ଅରୁଣଙ୍କ ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ନିଗମବୋଧ ଘାଟରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଯାହା ଆପଣ ଜାଣିବା ପରେ…