Odisha Link
Bridging the Missing Links in Odisha
Browsing Tag

thundering

ଦଶାହ କାର୍ଯ୍ୟବେଳେ ବଜ୍ରପାତ, ୨ ମୃତ

ଜଗତସିଂହପୁର: ଦଶାହ କାର୍ଯ୍ୟବେଳେ ବଜ୍ରପାତ। ଜଗତସିଂହପୁର ଜିଲ୍ଲା ବିରିଡି ଥାନା ପୁରଣ ବାରେଡ଼ିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧୋଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ। ସୂଚନାଯୋଗ୍ୟ,…

କାଲିଠୁ ୨୩ ଯାଏଁ ବର୍ଷା ଓ ବଜ୍ରପାତ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତାକାଲି ଠାରୁ ୨୩ ତାରିଖ ଯାଏଁ ବର୍ଷା ହେବା ନେଇ ଆଶଙ୍କା। ଏନେଇ ଆସନ୍ତା ଉପକୂଳ ଓଡ଼ିଶା ସମେତ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ସହ…

ବଜ୍ରପାତରେ ୨ ମୃତ

ନୟାଗଡ: ବଜ୍ରାପାତରେ ୨ ମୃତ। ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁରେ। ମୃତକ ଦ୍ବୟ ହେଲେ ଉଦୟନାଥ ପ୍ରଧାନ ଏବଂ ଶାନ୍ତିଲତା ସାହୁ। ସୂଚନାମୁତାବକ, ରାଜ୍ୟରେ ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ବିଲକୁ କାମ କରିବାକୁ ଯାଉଥିବା ବେଳେ…