Odisha Link
Bridging the Missing Links in Odisha
Browsing Tag

Tirtol

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥିପତ୍ର…

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳୀୟ କର୍ମୀଙ୍କ ସହ ବିଶାଳ ରାଲିରେ ଯାଇ ନାମାଙ୍କନ ଭରିଛନ୍ତି ବିଜୟ ଶଙ୍କର। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜୟ।…

ଉପନିର୍ବାଚନ ପୂର୍ବରୁ ବିଜେପି ଛାଡିଲେ…

ଭୁବନେଶ୍ୱର: ଉପନିର୍ବାଚନ ପୂବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପି ଛାଡିଲେ ରମାକାନ୍ତ ଭୋଇ। ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ…

ବିଜେଡିରେ ମିଶ୍ରଣ ପର୍ବ

ତିର୍ତ୍ତୋଲ: ବିଜେଡିରେ ମିଶ୍ରଣ ପର୍ବ। ତିର୍ତ୍ତୋଳ ଉପନିର୍ବାଚନ ପୂର୍ବରୁ ୧୦ରୁ ଅଧିକ ନେତା ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବାପରେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ଯୋଗଦେଇଛନ୍ତି। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅତନୁ…

ଘୋଷଣା ହେଲା ବାଲେଶ୍ବର ଓ ତିର୍ତ୍ତୋଲ…

ଭୁବନେଶ୍ବର: ଭୁବନେଶ୍ବର: ଘୋଷଣା ହେଲା ରାଜ୍ୟର ୨ଟି ବିଧାନସଭା ଉପନିର୍ବାଚନ ତାରିଖ। ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆଜି ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ନଭେମ୍ବର ୩ ତାରିଖରେ ଉଭୟ ବିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନ ଦାଖଲର…

ଗୀତ ଗାଇଲେ ବିଜେଡି ନେତା, ଦେଖନ୍ତୁ…

ତିର୍ତୋଲ: ସାରା ରାଜ୍ୟରେ ଏବେ ବିଜେପୁର ଉପନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏଥିପାଇଁ ତିନି ପ୍ରମୁଖ ରାଜନୈିତିକ ଦଳ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ବିଜେଡି ନେତା ଗୀତ ଗାଇବା ଏବେ ଆଉ ଏକ ଚର୍ଚ୍ଚା ହୋଇଛି। ବିଜେଡି ନେତା ଗୀତ ଗାଇବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତୋଲ…