Odisha Link
Bridging the Missing Links in Odisha
Browsing Tag

Toshali Mela

ଆସନ୍ତା ୨୧ରୁ ତୋଷାଳି ମେଳା ଆରମ୍ଭ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଆରମ୍ଭ। କରୋନା କଟକଣା ମଧ୍ୟରେ ଜନତା ମଇଦାନରେ ଏହି ମେଳା ଅନୁଷ୍ଟିତ ହେବ। ଏହି ମେଳା ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ। କୋଭିଡ୍‌ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରାଯିବ। ଏନେଇ ଉନ୍ନୟନ କମିସନର ତଥା…

ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା…

ଦଶମ ଦିନରେ ତୋଷାଳି ମେଳା, ଜମୁଛି ଲୋକଙ୍କ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଡିସେଞ୍ଚର ୧୫ ତାରିଖଠାରୁ ଜନତା ମଇଦାନଠାରେ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଆରମ୍ଭ ହୋଇଛି । ଆଜି ତୋଷାଳି ମେଳା ଦଶମ ଦିନରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଭାଗୀୟ ବିତ୍ତ…

ଆରମ୍ଭ ହେଲା ତୋଷାଳି ମେଳା

ଭୁବନେଶ୍ବର: ଆରମ୍ଭ ହୋଇଛି ଚତୁର୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ଦେଶର ହସ୍ତଶିଳ୍ପ ଓ ହସ୍ତତନ୍ତର ପସରା ସହ ଜନତା ମୈଦାନରେ ଆରମ୍ଭ ହୋଇଛି ଏହି ମେଳା। ଗତକାଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି। ଏହି ମେଳାରେ ହସ୍ତଶିଳ୍ପ ଓ ହସ୍ତତନ୍ତର…