Odisha Link
Bridging the Missing Links in Odisha
Browsing Tag

Transgender

ଓଡ଼ିଶା ପୁଲିସରେ ନିଯୁକ୍ତି ସୁଯୋଗ, ପ୍ରଥମ…

କଟକ: କରୋନା କାଳରେ ଯବୁଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ପୁଲିସରେ ୪୭୭ଟି ସବ-ଇନ୍ସପେକ୍ଟର ପଦବୀ ଓ ସିଗନାଲ୍ ସର୍ଭିସରେ କନଷ୍ଟେବଳ (ଯୋଗାଯୋଗ)ରେ ୨୪୪ ଟି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ମଧ୍ୟରେ…

କିନ୍ନରଙ୍କୁ ମିଳିବ ୧୫୦୦ ଟଙ୍କାର ଆର୍ଥିକ…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା ମହାମାରୀ। କିନ୍ନର ସମ୍ପ୍ରଦାୟର ଲୋକ ମହାମାରୀ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ପୂରଣ କରିବାରେ ଅସୁବିଧା ଉପୁଜୁଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ ସହାୟତା ଲୋଡିଥିବା କିନ୍ନର…

ଟ୍ରାନ୍ସଜେଣ୍ଡର ଭିକାରୀଙ୍କ ପାଇଁ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ବ୍ୟକ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ (ଏସ୍‌ଏସ୍ଇପିଡି) ପକ୍ଷରୁ ଭୁବନେଶ୍ବରରେ ତୃତୀୟଲିଙ୍ଗ ଭିକାରୀଙ୍କ ପାଇଁ ହେବ ସ୍ବତନ୍ତ୍ର ଗୃହ। ଗତକାଲି ଏ ନେଇ ଭୁବନେଶ୍ବର ନଗର ନିଗମ(ବିଏମ୍‌ସି)ର ପ୍ରକଳ୍ପକୁ ବିଭାଗ ମଞ୍ଜୁରୀ ଦେଇଛି। ଏହି ସ୍ବତନ୍ତ୍ର…

ରାଜ୍ୟରେ ପ୍ରଥମ: ରାୟଗଡ଼ା ପୌର ପରିଷଦରେ…

ରାୟଗଡ଼ା: ଏକପ୍ରକାର ସାମଜିକ ବାସନ୍ଦ ଜୀବନ ବିତାଉଥିବା ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ରାୟଗଡ଼ା ପୌର ପରିଷଦ କର୍ତୃପକ୍ଷ। ପ୍ରଥମ ଥର ପାଇଁ ୫ ଜଣ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ପୌର ପରିଷଦ ପକ୍ଷରୁ ଗାଡ଼ିଚାଳକ ଭାବେ ନିଯୁକ୍ତି ମିଳିଛି।…

କିନ୍ନର ଆଦାୟ କଲେ ବିଏମ୍‌ସିର ବକେୟା…

ଭୁବନେଶ୍ବର: କିନ୍ନର ଆଦାୟ କଲେ ବିଏମ୍‌ସିର ବକେୟା ପାଣି ଓ ହୋଲ୍ଡିଂ ଟ୍ୟାକ୍ସ। ପ୍ରଥମ ଦିନରେ ସହିଦନଗର ଅଞ୍ଚଳରୁ ଟିକସ ଆଦାୟ ଆରମ୍ଭ ହୋଇଛି। କିନ୍ନରମାନଙ୍କୁ ନେଇ ଗଠିତ ସ୍ଵୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଟିକସ ଆଦାୟ କରିଛି। ଟ୍ୟାକ୍ସ ଆଦାୟ କରିବା ନେଇ ବୁଧବାର ବିଏମ୍‌ସି ଓ କିନ୍ନର ସ୍ଵୀକୃତି…