Odisha Link
Bridging the Missing Links in Odisha
Browsing Tag

TRP fraud

ରିପବ୍ଲିକ୍ ଟିଭି’ର ଟିଆରପି ଜାଲିଆତି…

ନୂଆଦିଲ୍ଲୀ: ବ୍ୟକ୍ତିଗତ ଏବଂ ଗୋପନୀୟ ତଥ୍ୟ ପ୍ରଘଟ କରିବା ସହ ସେଗୁଡ଼ିକୁ ଭୁଲ୍‌ ଭାବେ ଉପସ୍ଥାପନ କରିଥିବା ‘ରିପବ୍ଲିକ୍ ନେଟ୍‌ୱାର୍କ’ ଉପରେ ‘ବ୍ରଡ୍‌କାଷ୍ଟ୍‌ ଅଡିଏନ୍ସ୍‌ ରିସର୍ଚ କାଉନ୍‌ସିଲ୍‌’ (ବାର୍କ) ଖୁବ୍‌ ମର୍ମାହତ ହୋଇଛି। ଏନେଇ ଆଜି ଏକ ବିବୃତିରେ ‘ବାର୍କ’ କହିଛି, ଚାଲିଥିବା ତଦନ୍ତ ବିଷୟରେ…

ରିପବ୍ଲିକ୍ ଟିଭି ସିଏଫଓଙ୍କୁ ସମନ

ମୁମ୍ବାଇ: ଟିଆରପି ଜାଲିଆତି ମାମଲାରେ ରିପବ୍ଲିକ ଟିଭିକୁ ମୁମ୍ବାଇ ପୁଲିସର ସମନ। ରିପବ୍ଲିକ୍ ଟିଭିର ଚିଫ ଫାଇନାନ୍ସ ଅଫିସର ଶିବା ସୁବ୍ରମଣ୍ୟମ ସୁନ୍ଦରମଙ୍କୁ ହାଜର ହେବା ପାଇଁ ସମନ କରିଛି ମୁମ୍ବାଇ ପୁଲିସ। ଆଜି ମୁମ୍ବାଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ହାଜର ହେବେ ଏସ୍ଏସ୍ ସୁନ୍ଦରମ୍। ଟିଆରପି…

ଟିଆର୍‌ପି ଜାଲିଆତି ମାମଲା: ୨ ଗିରଫ

ମୁମ୍ୱାଇ: ମୁମ୍ବାଇରେ ଟିଆରପି ଜାଲିଆତି ରାକେଟ ଠାବ କରିଛି ପୋଲିସ। ୨ ମରାଠୀ ଟିଭି ଚ୍ୟାନେଲର ମାଲିକ ବି ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଏବେ କୋର୍ଟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ…