Odisha Link
Bridging the Missing Links in Odisha
Browsing Tag

Video Viral

ନାବାଳିକାଙ୍କୁ ବ୍ଲାକମେଲ୍‌ କରି…

ଆଗ୍ରା: ନାବାଳିକାଙ୍କୁ ବ୍ଲାକମେଲ୍‌ କରି ବାରମ୍ବାର ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଆଗ୍ରାର ଫିରୋଜାବାଦ ଜିଲ୍ଲାର ନରଖୀ ଅଞ୍ଚଳରେ। ଜଣେ ୧୬ ବର୍ଷୀୟା ନାବାଳିକାକୁ ଏକ ୨୮ ବର୍ଷର ଯୁବକ ବାରମ୍ବାର ବ୍ଲାକମେଲ୍‌ କରି ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ୧ ଡିସେମ୍ବର…

ଚାହାଣୀ ମଣ୍ଡପରେ ଗପ; ଭିଡିଓ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଚାହାଣୀ ମଣ୍ଡପରେ ଜଣେ ଯୁବକ ଫୋନରେ କଥା ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରବେଶ ପଥରେ ଯାଞ୍ଚ ସତ୍ତ୍ବେ କିଭଳି ମୋବାଇଲ ଫୋନ୍ ଶ୍ରୀମନ୍ଦିର ମଧ୍ୟକୁ ଯାଉଛି…

ନିତ୍ୟାନନ୍ଦ କହିଲେ ମୋତେ କେହି ଛୁଇଁ…

ନୂଆଦିଲ୍ଲୀ: ବଳାତ୍କାର ଓ ଯୌନ ଶୋଷଣର ଅଭିଯୁକ୍ତ ଏବଂ ନିଜକୁ ଭଗବାନ କହୁଥିବା ସ୍ବାମୀ ନିତ୍ୟାନନ୍ଦଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ପୋଲିସ୍‌ ମଧ୍ୟ ନିତ୍ୟନନ୍ଦଙ୍କୁ ଖୋଜିବରେ ଲାଗିଛି। ଏସବୁ ଭିତରେ ନିତ୍ୟାନନ୍ଦଙ୍କ ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ…