Odisha Link
Bridging the Missing Links in Odisha
Browsing Tag

Vigilance Raid

ପୁଲିସ ଏସ୍ଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ପଟ୍ଟାମୁଣ୍ଡାଇ: ପୁଲିସ ମୋଟର୍ସ ଟ୍ରାନ୍ସପୋର୍ଟ ଏସଆଇ ଜନ୍ମେଜୟ ମଲ୍ଲିକଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋଟ ୫ଟି ଭିଜିଲାନ୍ସ ଚଢାଉ ହୋଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଖତ ହୋଇପାରିନାହିଁ।

ଲାଞ୍ଚ ନେବା ବେଳେ ଗିରଫ ହେଲେ ପିଇଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁନ୍ଥା ବ୍ଳକ୍ ଅନ୍ତର୍ଗତ ଉଧୁରା ଗ୍ରାମପଞ୍ଚାୟତର ପିଇଓ ମନୋଜ କୁମାର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମପଞ୍ଚାୟତର…

ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ…

ନୟାଗଡ଼: ପୁଣିଥରେ ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମ୍‌ଆଇ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକସଙ୍ଗରେ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଥିବା ସୂଚନା ମିଳିଛି। ନୟାଗଡ଼ ଏମ୍‌ଆଇ…

ସମବାୟ ସମିତି ସମ୍ପାଦକଙ୍କ ଘରେ…

ଭଦ୍ରକ : ଭଦ୍ରକ ଜିଲ୍ଲାର ତେସିଙ୍ଗା ସେବା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡେୟୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ପୃଥକ ପୃଥକ ଟିମ୍‌ ଏକକାଳୀନ ରାଜେନ୍ଦ୍ରଙ୍କ ୬ଟି ଜାଗାରେ ଚଢ଼ାଉ କରିଛନ୍ତି। ତେସିଙ୍ଗା ପଞ୍ଚାୟତ…

ଭିଜିଲାନ୍ସ ଜାଲରେ ସରପଞ୍ଚ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରିଞ୍ଜା ସରପଞ୍ଚ ଭୋଗବାନ୍ତି ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି। ତାଙ୍କ ଶ୍ୱଶୁର ଘର ଟକାରୁମାଳ ଓ ନିଜ ଘର କୁସୁର୍ଲ୍ଲାରେ ମଧ୍ୟ ଏକ ସମୟରେ ଚଢ଼ଉ କରାଯାଇଛି। କଳାହାଣ୍ଡିର ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ଏହି…