Odisha Link
Bridging the Missing Links in Odisha
Browsing Tag

Vote

ଏଥର ନିର୍ବାଚନରେ ହୋମ୍‌ ଭୋଟିଂ…

ଓଏଲ୍‌ ବ୍ୟୁରୋ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ଜାତୀୟ ମତଦାତା ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସବୁ ମଧ୍ୟରେ ଏଥର ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯିବା ନେଇ ଖବର ସାମ୍ନାକୁ ଆସିଛି। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି…

ଦିଲ୍ଲୀ ନିର୍ବାଚନ: ଭୋଟ ପାଇଁ ମାଗଣା…

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ସବୁ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ଅଭିଯାନକୁ ଜାରି ରଖିଥିବା ବେଳେ ନିର୍ବାଚନରେ ଭୋଟ ନିମନ୍ତେ ପ୍ରଦାନ କରାଯାଉଛି ମାଗଣା ବିମାନ ଟିକଟ। ସ୍ପାଇସ ଜେଟ ନାମକ ବିମାନ ସେବା ପ୍ରଦାନକାରୀ କମ୍ପାନୀ…

ଅନୁକମ୍ପା ରାଜନୀତି, ଅଲୋଡ଼ା ନେତ୍ରୀ

ବାହାଘର ପରେ ବେଦି ମୁହଁ ପୋଡ଼ା ନ୍ୟାୟରେ ଯାହାଙ୍କୁ ଆୟୁଧ କରି ବିଜୁ ଜନତା ଦଳ (ବିଜେଡି) ମତଦାତାଙ୍କ ଅନୁକମ୍ପା ହାସଲରେ ସଫଳ ହୋଇଛି, ପରବର୍ତ୍ତୀ ସମୟରେ ତାଙ୍କୁ ହିଁ ଦଳୀୟ ରାଜନୀତିରେ ଅଣଦେଖା କରିଛି। ବିଜେଡି ଗଠନ ଦିନ ଠାରୁ ଏଯାବତ୍‌ ଏଭଳି ୪ ଗୋଟି ଉଦାହରଣ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା…

୧୫ ସାଂସଦ, ୧୦୩ ବିଧାୟକ ପାଇବ ବିଜେଡି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସ୍ବାଧୀନ ବାହୁଡ଼ା ମତ ସର୍ଭେ ଆଧାରରେ ଓଡ଼ିଶା ଷ୍ଟୋରୀ ଓ ଓଡ଼ିଶା…