ଭିଡିଓ ଭାଇରାଲ ପରେ ମତଦାତାଙ୍କୁ…
ଓଏଲ୍ ବ୍ୟୁରୋ: ସାରା ଦେଶରେ ଗଣତନ୍ତ୍ରର ମହାପର୍ବ ଚାଲିଛି। ମନ ପସନ୍ଦର ନେତା ବାଛୁଛନ୍ତି ଜନତା। ଏସବୁ ମଧ୍ୟରେ ଜଣେ ମତଦାତାଙ୍କୁ ବାନ୍ଧିଛି ପୁଲିସ। ଉତ୍ତରପ୍ରଦେଶର ଏଟାରେ ଜଣେ ବ୍ୟକ୍ତି ବାରମ୍ବାର ଭୋଟ୍ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେପଟେ…