Odisha Link
Bridging the Missing Links in Odisha
Browsing Tag

WESTERN ODISHA

ଆଜି ନୂଆଁଖାଇ: ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଏଥିପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ। ଘରବାହୁଡା ପାଇଁ ରେଳ ଷ୍ଟେସନରୁ ଆରମ୍ଭ କରି ବସଷ୍ଟାଣ୍ଡ ଯାଏ ସବୁଠି ଯାତ୍ରୀଙ୍କ ନାହିଁନଥିବା ଭିଡ। ସେପଟେ ସବୁ ଘର ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୂରି ଉଠିଛି। ଦୀର୍ଘ ଦିନ ପରେ ଆପଣାର…

ପଶ୍ଚିମ ଓଡ଼ିଶା ଗସ୍ତରେ ମୁଖ୍ୟ ଶାସନ ସଚିବ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା…

ପଶ୍ଚିମ ଓଡିଶାରେ ବିଦ୍ୟୁତ କାଟ୍ ଆରମ୍ଭ

ସମ୍ବଲପୁର: ଏବେ ପଶ୍ଚିମ ଓଡିଶା ପାଳି। ଓ୍ବେସ୍କୋ ପକ୍ଷରୁ ପଶ୍ଚିମ ଓଡିଶାରେ ଆରମ୍ଭ ହୋଇଛି ବିଦ୍ୟୁତ କାଟ୍ ପ୍ରକ୍ରିୟା। ବକେୟା ବିଦ୍ୟୁତ ଦାଖଲ ପାଇଁ ଡେଡ୍‌ଲାଇନ ସରିବା ପରେ ବଦ୍ୟୁତ କାଟ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର, ସମ୍ବଲପୁର, ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ କାଟ୍‌ ପ୍ରକ୍ରିୟା ଆରମ୍ଭ…

ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭୂକମ୍ପ…

ଭୁବନେଶ୍ବର: ସାରା ବିଶ୍ବରେ ସବୁଦିନ କିଛି ନା କିଛି ଜାଗାରେ ଭୂକମ୍ପ ଝଟକା ଲାଗିବାର ଖବର ଆସୁଛି। ଏଥିରୁ ମଧ୍ୟ ବାଦ ପଡ଼ିନାହିଁ ଓଡ଼ିଶା। ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା।…