Odisha Link
Bridging the Missing Links in Odisha
Browsing Tag

y+ security

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କୁ ୱାଇ+…

ମହାରାଷ୍ଟ୍ର: ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କୁ ୱାଇ+ ସୁରକ୍ଷା। କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାୱାଲାଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରଣାଳୟ ଭବିଷ୍ୟତରେ ବିପଦକୁ ନଜରରେ ରଖି ଏନେଇ ଆଦେଶ ଜାରି କରିଛନ୍ତି।…

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ୱାଇ…

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା। ଗତ ରବିବାର ଦିନ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ‘ବ୍ରିଗେଡ୍‌ ଗ୍ରାଉଣ୍ଡ୍‌’ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ବିଜେପି’ରେ ସାମିଲ ହୋଇଥିଲେ। ବିଜେପିରେ ସାମିଲ ହେବା ପରେ ଆଜି ମିଥୁନ ଚକ୍ରବର୍ତ୍ତୀଙ୍କୁ ଗୃହ…

କଙ୍ଗନାଙ୍କୁ ମିଳିଲା ସୁରକ୍ଷା, ଅମିତ୍‌…

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ଆସିବାକୁ ନେଇ ଧମକ ଦିଆଯାଇଥିଲା। ଏହି ମାମଲାରେ କଙ୍ଗନା ତାଙ୍କୁ ମୁମ୍ବାଇରେ ସୁରକ୍ଷା ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କଙ୍ଗନାଙ୍କୁ ଅନୁରୋଧ ରକ୍ଷା କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ…

କପିଲ୍ ମିଶ୍ରାଙ୍କୁ ଦିଆଯିବ ୱାଇ ପ୍ଲସ୍‌…

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରାଙ୍କୁ ଦିଆଯିବ ୱାଇ ପ୍ଲସ୍‌ ସୁରକ୍ଷା। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା ଦିଆଯିବ ବୋଲି ସୂଚନା ମିଳିଛି। ଦିଲ୍ଲୀ ହିଂସାରେ ନିଜର ବିବାଦ ଭରା ବୟାନ ଓ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି। ମାତ୍ର ଏନେଇ…