Odisha Link
Bridging the Missing Links in Odisha
Browsing Tag

Yes Bank

ଜଗନ୍ନାଥଙ୍କ ଅର୍ଥ ୮ ପ୍ରତିଶତରୁ ୨.୧୧…

ଭୁବନେଶ୍ୱର : ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ଆକଳନ କରିଥିବା ୮ ପ୍ରତିଶତ ସୁଧରୁ ମାତ୍ର ୨.୧୧ ସୁଧ ହାରରେ ପଇସା ଫେରସ୍ତ ହୋଇଛି । ଅଧିକା ସୁଧ ଲାଭରେ ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ…

ୟେସ ବ୍ୟାଙ୍କ ମାମଲା: ଅନୀଲ ଅମ୍ବାନୀଙ୍କୁ…

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନୀ ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ ବ୍ୟାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଅନୀଲ…

ୟେସ୍ ବ୍ୟାଙ୍କ: ଫେରିଲା ଜଗନ୍ନାଥଙ୍କ…

ପୁରୀ: ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ଭବିଷ୍ୟତକୁ ନେଇ ଯେଉଁ ଦ୍ବନ୍ଦ ଦେଖା ଯାଇଥିଲା ତାର ଅବସାନ ଘଟିଛି। ଆଜି ୟେସ୍ ବ୍ୟାଙ୍କରୁ ଫେରିଲା ଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ୩୯୭ କୋଟି ଟଙ୍କା ଫେରାଇଛି ୟେସ୍ ବ୍ୟାଙ୍କ। ପ୍ରଥମ ପର୍ଯ୍ୟାୟରେ ୩୮୯ କୋଟି…

ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସ୍ୱାଭାବିକ…

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ଏବଂ କାର୍ଯ୍ୟକ୍ଷମ ହେବ ୟେସ୍‍ ବ୍ୟାଙ୍କ। ଏନେଇ ୟେସ୍‍ ବ୍ୟାଙ୍କର ନବନିଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ, ବ୍ୟାଙ୍କର ନଗଦ ସମସ୍ୟା ଏବେ ନାହିଁ। ସବୁ ଶାଖା…

ୟେସ୍‌ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା…

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ସଂପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟେସ୍‌ ଜମାକାରୀଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଲେ ଶକ୍ତିକାନ୍ତ। ଏଥିସହିତ ସେ କହୁଛନ୍ତି ଯେ, ଷ୍ଟେଟବ୍ୟାଙ୍କ ସହାୟତାରେ ୟେସ୍‌…

ବୁଧବାରରୁ ସଂପୂର୍ଣ୍ଣ ଭାବେ ଗ୍ରାହକସେବା…

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ଉପଭୋକ୍ତା ଓ ଜମାକାରୀଙ୍କ ପାଇଁ ଖୁସି ଖବର। ଆଉ ଦିନକ ପରେ ଅର୍ଥାତ୍‌ ମାର୍ଚ୍ଚ ୧୮ ତାରିଖରୁ ୟେସ୍‌ ବ୍ୟାଙ୍କ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସେବା ଯୋଗାଇବ। ଏ ନେଇ ଆଜି ୟେସ୍‌ ବ୍ୟାଙ୍କ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ୟେସ୍‌ ବ୍ୟାଙ୍କ ପକ୍ଷରୁ ଟୁଇଟ କରି…

ୟେସ୍ ବ୍ୟାଙ୍କ୍ ଟଙ୍କା ଉଠାଣ ଉପରୁ ହଟିବ…

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଟଙ୍କା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ୟେସ୍ ବ୍ୟାଙ୍କ୍ ଟଙ୍କା ଉଠାଣ ଉପରୁ ହଟିବ କଟକଣା। ଏନେଇ କାଲି ବିଳମ୍ୱିତ ରାତ୍ରିରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ଆରବିଆଇ ଯେଉଁ କଟକଣା ଲଗାଇଥିଲା ତାହା…

ୟେସ୍‌ ବ୍ୟାଙ୍କର ୭,୨୫୦ କୋଟିର ସେୟାର…

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ୟେସ୍‌ ବ୍ୟାଙ୍କର ୭,୨୫୦ କୋଟି ଟଙ୍କାର ସେୟାର କ୍ରୟ କରିବ। ସେୟାର ପିଛା ମୂଲ୍ୟ ୧୦ ଟଙ୍କା ହିସାବରେ ଏସ୍‌ବିଆଇ ଏହାକୁ କିଣିବ ବୋଲି ଜଣାପଡ଼ିଛି। ଏକ ନିୟାମକ ଫାଇଲିଂରେ ଏସ୍‌ବିଆଇ କହିଛି ଯେ, ୟେସ୍‌ ବ୍ୟାଙ୍କର ୪୯% ପର୍ଯ୍ୟନ୍ତ ଅଂଶଧନ ଏହା…

ୟେସ୍ ବ୍ୟାଙ୍କ ପରେ ସଙ୍କଟରେ କର୍ଣ୍ଣାଟକା…

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଏବେ କର୍ଣ୍ଣାଟକା ବ୍ୟାଙ୍କର ସ୍ଥିତିକୁ ନେଇ ଚର୍ଚ୍ଚା। କର୍ଣ୍ଣାଟକା ବ୍ୟାଙ୍କର ଗ୍ରାହକମାନେ ଅସନ୍ତୋଷ ଜାହିର କରିଥିବା ନେଇ ସୂଚନା ରହିଛି। ସୋଶିଆଲ୍ ମିଡିଆରେ ଏନେଇ ଖବର ଭାଇରାଲ ହେବା ପରେ ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଗୁଜବ ଖବର…

ସୁଧ ଲୋଭରେ ୟେସ ବ୍ୟାଙ୍କରେ ଟଙ୍କା!

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୫୪୫ କୋଟି ଟଙ୍କାର ଭବିଷ୍ୟତ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଅର୍ଥାତ ବୁଧବାର ହୁଲସ୍ତୁଲ ହୋଇଥିଲା। ବିରୋଧୀଙ୍କ ତୀବ୍ର…