Odisha Link
Bridging the Missing Links in Odisha
Browsing Tag

Yogi Adityanath

ଯିଏ ବାପାର ନୁହେଁ, ସିଏ କାହାର ନୁହେଁ:…

ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ ଗତକାଲି ଦିଲ୍ଲୀର ଏମ୍‌ସରେ ପ୍ରାଣତ୍ୟାଗ କରିଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ହେବ। ତେବେ ଏହି ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ ନାହିଁ ବୋଲି ଯୋଗୀ ଘୋଷଣା କରିଛନ୍ତି। ଯୋଗୀଙ୍କର ଏଭଳି ନିଷ୍ପତ୍ତିକୁ ନେଇ…

ମୋଦିଙ୍କ ଅନୁରୋଧକୁ ଯୋଗୀଙ୍କ ବେଖାତିର

ଅଯୋଧ୍ୟା: ଘରୁ ନ ବାହାରିବା ଲାଗି ମୋଦି ଯୋଡ଼ହସ୍ତ ହୋଇ ଦେଶବାସୀଙ୍କୁ ବିକଳ ନିବେଦନ କଲେ। ସାରା ଦେଶ ଏହାକୁ ପାଳନ କରିବା ପାଇଁ ଅନୁରୋଧ ରଖିଲେ। ତେବେ ତାଙ୍କ ଦଳର ଅନ୍ୟତମ ଟାଣୁଆ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ବେଖାତିର କରି ଘରୁ ବାହାରିଛନ୍ତି। କେବଳ ଘରୁ…

ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍: ଆଗରେ…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍। ପ୍ରକାଶିତ ପୋଲ ଅନୁଯାୟୀ ଜାନୁଆରୀ ୨୦୨୦ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ସର୍ବାଧିକ ଲୋକ ମତ ଦେଇଛନ୍ତି। ୧୮% ଭୋଟ୍‌ ସହ ଯୋଗୀ ଆଦିତ୍ୟନାଥ ତାଲିକାର…

କନୌଜ ସଡକ ଦୁର୍ଘଟଣାରେ ମୋଦୀଙ୍କ ଶୋକ…

ନୂଆଦିଲ୍ଲୀ : ଗତକାଲି ଉତ୍ତର ପ୍ରଦେଶର କନୌଜରେ ହୋଇଥିବା ସଡକ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଟୁଇଟ୍‍ କରି କହିଛନ୍ତି, ଉତ୍ତର ପ୍ରଦେଶର କନୌଜରେ…

ନାଗରିକତା ଆଇନ କାର୍ଯ୍ୟକାରୀ କରିବାରେ…

‌ଲକ୍ଷ୍ନୌ: ନାଗରିକତା ସଂଶୋାଧନ ଆଇନ(ସିଏଏ)କୁ ସାରା ଦେଶରେ ଦେଖିବାକୁ ମିଳିଥିଲା ବିରୋଧ। ବିରୋଧୀ ମାନେ ଏହି ଆଇନକୁ ନେଇ ସାରା ଦେଶରେ ବିକ୍ଷୋଭ କରିଥିଲେ। ହେଲେ ଏହାରି ମଧ୍ୟରେ ଉତ୍ତରପ୍ରଦେଶ ସିଏଏ କାର୍ଯ୍ୟକାରୀ କରିବାରେ ପ୍ରଥମ ରାଜ୍ୟ ହେବାକୁ ଯାଉଛି। ପାକିସ୍ତାନ, ଆଫ୍‌ଗାନିସ୍ତାନ ଏବଂ…