Odisha Link
Bridging the Missing Links in Odisha
Browsing Tag

Yogi Adityanath

ମାଫିଆମାନେ ଏବେ ଚିନ୍ତାରେ: ଯୋଗୀ…

ଓଏଲ୍‌ ବ୍ୟୁରୋ: ଶନିବାର ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ। ଏହାକୁ ନେଇ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁ ମଧ୍ୟରେ ମାଫିଆ ଓ ଅପରାଧୀମାନଙ୍କୁ ଟାର୍ଗେଟ କରିଛନ୍ତି…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶ କଣ୍ଟ୍ରୋଲ ରୁମର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଛି। ଧମକ ପଠାଇ କୁହାଯାଇଛି ଯେ, ଚାରିଦିନ ଭିତରେ ଯାହା କରିବା କଥା କରିଦିଅ। ଏହି ଘଟଣା ପରେ ପୁଲିସ ଟିମକୁ ଆଲର୍ଟ କରି ଦିଆଯାଇଛି। ଲକ୍ଷ୍ମୌ…

ସିଆରପିଏଫ ମୁଖ୍ୟାଳୟକୁ ଧମକପୂର୍ଣ୍ଣ…

ନୂଆଦିଲ୍ଲୀ: ମୁମ୍ବାଇର ସିଆରପିଏଫ(ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ମୁଖ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଇ-ମେଲରେ ଲେଖାଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବିପଦରେ ରହିଛି। ଏହା ସହିତ ସର୍ବସାଧାରଣ ସ୍ଥାନ, ମନ୍ଦିର ଏବଂ…

ହାଥରସ ଧର୍ଷଣ ଘଟଣାର ସିବିଆଇ ତଦନ୍ତ…

ଲକ୍ଷ୍ନୌ: ଆଜି ପ୍ରବଳ ପ୍ରତିରୋଧ ସତ୍ତ୍ବେ ଉତ୍ତରପ୍ରଦେଶର ହାଥରସରେ ଧର୍ଷିତାଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ପ୍ରିୟଙ୍କା ଗଣମାଧ୍ୟମକୁ କହିବାର କିଛି ସମୟ ପରେ…

ହାଥରସ ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ…

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ପୀଡିତାଙ୍କ ଗାଁକୁ ପୋଲିସ ପୂରା ଛାଉଣି କରି ରଖିଛି। ଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସହିତ ପୀଡିତାଙ୍କ ଗାଁରେ ନାକାବନ୍ଦୀ କରାଯାଇଛି। ଗାଁର ଲୋକଙ୍କୁ ପରିଚୟ ପତ୍ର ଦେଖାଇଲେ ଯାଇ…

ହାଥ୍ରାସ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ…

ଲକ୍ଷ୍ନୌ: ହାଥ୍ରାସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଭିଡିଓ କଲ୍ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ…

ଦୁଷ୍କର୍ମକାରୀଙ୍କ ଫଟୋ ଓ ପୋଷ୍ଟର ସହର…

ଲକ୍ଷ୍ନୌ: ମହିଳାଙ୍କ ସୁରକ୍ଷାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ମହିଳାଙ୍କୁ କେହି ଅସଦାଚରଣ ବା ଦୁଷ୍କର୍ମ କରେ ତେବେ ସହର ସାରା ଦୁଷ୍କର୍ମକାରୀର ପୋଷ୍ଟର ଲାଗିବ। ମହିଳାଙ୍କ ବିରୋଧରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କୁ…

ଉତ୍ତରପ୍ରଦେଶରେ ନିର୍ମାଣ ହେବ ଫିଲ୍ମ…

ଉତ୍ତରପ୍ରଦେଶ:  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୌତମ ବୁଦ୍ଧ ନଗରରେ ଭାରତର “ସବୁଠୁ ବଡ ତଥା ପ୍ରଭାବଶାଳୀ ଫିଲ୍ମ ସିଟି ” ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେଇଛନ୍ତି। ଏନଆରସି ଜିଲ୍ଲା ପଡୁଥିବା ମେରଟ ଡିଭିଜନର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରବାର…

ଆଗ୍ରା ମୋଗଲ ସଂଗ୍ରହାଳୟର ନାଁ ବଦଳାଇଲେ…

ଲକ୍ଷ୍ନୌ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରାରେ ହେଉଥିବା ମୋଗଲ ସଂଗ୍ରହାଳୟର ନାଁ ବଦଳାଇଛନ୍ତି। ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ଆଗ୍ରା ଅନ୍ତର୍ଗତ ନିର୍ମାଣାଧୀନ ମୋଗଲ ସଂଗ୍ରହାଳୟର ନାମ ଘୋଷଣା କରିଛନ୍ତି। ଗୁଲାମୀ ମାନସିକତାକୁ ଛାଡ଼ି ରାଷ୍ଟ୍ରକୁ ଗୌରବାନ୍ୱିତ କରୁଥିବା ପ୍ରସଙ୍ଗକୁ…

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ…

ଲକ୍ଷ୍ନୌ: ଶୁକ୍ରବାର ସଂଧ୍ୟାରେ କଡ଼ା ନିରାପତ୍ତା ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ "ଲୋକଭବନ" ସାମନାରେ ଦୁଇଜଣ ମହିଳା ଆତ୍ମାହୂତି ଉଦ୍ୟମ କରିଛନ୍ତି। ସମ୍ପର୍କରେ ମା' ଓ ଝିଅ ଏହି ଦୁଇ ମହିଳା ଦେହରେ ନିଆଁ ଲଗାଇ ଦେଇଥିଲେ। କାର୍ଯ୍ୟରତ ସୁରକ୍ଷାକର୍ମୀ ତୁରନ୍ତ ସେମାନଙ୍କୁ…