Odisha Link
Bridging the Missing Links in Odisha
Daily Archives

July 11, 2019

ସମସ୍ୟା ଘେରରେ ଆଦିବାସୀ ଗ୍ରାମ

ମାଲକାନିଗିରି: ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ପରାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି ଜନତା। ଏମିତି ଏକ ଗାଁ ଅଛି ଯେଉଁ ଗ୍ରାମର ନାମ ମଧ୍ୟ ସରକାରୀ ବାବୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ରାଜନେତା ମାନେ ଅଗଚୋର। ସମସ୍ୟାର କବର ଭିତରେ ଦଶନ୍ଧି ପରେ ଦଶନ୍ଧି ଜୀବନ ଅତିବାହିତ କରୁଛନ୍ତି…

ପାଟକୁରା ନିର୍ବାଚନ ପାଇଁ ଷ୍ଟାର…

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଅଶ୍ଟା ଭିଡିଛି କଂଗ୍ରେସ। ଆଜି ପୂର୍ବାହ୍ନରେ ଉଭୟ ବିଜେପି ଓ ବିଜେଡି ନିଜର ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ । ବିଜେପି ଓ ବିଜେଡି ସହ ତାଳ ଦେଇ କଂଗ୍ରେସ ମଧ୍ୟ ନିଜର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ନିର୍ବାଚନ କମିଶନଙ୍କ…

ଆସନ୍ତା କାଲି ଶ୍ରୀଜୀଉଙ୍କ ବାହୁଡା…

ପୁରୀ : ଆଉ କିଛି ସମୟ ପରେ ଜନ୍ମବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ସରିଯିବ । ପୁଣି ଆର ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ । ସଂଧ୍ୟାଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି । ସଂଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ହୋଇଯିବ । ଏହାପରେ ଆସନ୍ତା କାଲି…

ଜମିରେ ଧାନ ବୁଣିଲେ ବିଧାୟକ ଡମ୍ବୁରୁ…

ମାଲକାନଗିରି : ଭିନ୍ନ ରୂପରେ ପୂର୍ବତନ ବିଧାୟକ। ହାତରେ ଧାନ ବିହନ ଭର୍ତ୍ତି ବାଲ୍‌ଟି ଧରି ଚାଷ କାମରେ ଲାଗିଛନ୍ତି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ସୀସା। ମାଲକାନଗିରି ଜିଲ୍ଲାର ଉପାନ୍ତ ଖଇରପୁଟରେ ଜଣେ ସାଧାରଣ ଚାଷୀ ଭଳି ସେ ବିଲରେ ଧାନ ବୁଣୁଥିବା ଦେଖିବାକୁ ମିଳିଛି। ଚଳିତ ସାଧାରଣ…

କେବଳ କାଗଜପତ୍ରରେ ଟଙ୍କା ଦେଉଛି…

ଭୁବନେଶ୍ବର: ଚଳିତ ବର୍ଷ ଓଡ଼ିଶ ପାଇଁ ରେଳ ବଜେଟରେ ୫ ହଜାର ୬୦୦ କୋଟି ବ୍ୟୟ ଅଟକଳ ରଖାଯାଇଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ କହିଛନ୍ତି ଯେ, ଏହା ମାତ୍ର ୩ ହଜାର କୋଟି। କାରଣ- ଗତବର୍ଷ ପ୍ରାୟ ୨ ହଜାର କୋଟି କାମ  ନହୋଇ ଫେରିଯାଇଥିଲା। ଏହା ପ୍ରତିବର୍ଷ…

କାହା ପକେଟରେ ପାଟକୁରା?

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ପୁଣି ଆସିଯାଇଛି ନିର୍ବାଚନୀ ଋତୁ।ଆଉ ଦିନ କେଇଟା ପରେ ଜୁଲାଇ ୨୦ରେ ପାଟକୁରାରେ ହେବ ବିଧାନସଭା ନିର୍ବାଚନ। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ସାରିଲେଣି। ନିର୍ବାଚନକୁ ନେଇ ନେତା ମନ୍ତ୍ରୀ ଜାଗତିଆର ହେବା ସହିତ ଲୋକଙ୍କ ମନ ଜିଣିବା ପାଇଁ ପ୍ରୟାସ…

ଗାଧୋଇବା ବେଳେ ଚିତ୍ରୋତ୍ପଳା ନଦୀରେ…

ସାଲେପୁର : ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ୩ ସାଙ୍ଗ । ଦୁଇ ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ନାବାଳକ ନିଖୋଜ ହୋଇଛନ୍ତି । ନିଖୋଜ ନାବାଳକଙ୍କୁ ଉଦ୍ଧାର ପାଇ ଦମକଳବାହିନୀର ଉଦ୍ୟମ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ସାଲେପୁର ଜନାର୍ଦ୍ଦନପୁର ନିକଟସ୍ଥ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ…

୨୧,୭୦୦ କୋଟିର ସମ୍ପତ୍ତି ବିକ୍ରି କରିବେ…

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଉପରେ ଦିନକୁ ଦିନ ଋଣ ଭାର ବଢି ଚାଲିଛି । ଏହି ଋଣକୁ ପରିଶୋଧ କରିବା ପାଇଁ ୨୧,୭୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଥିବା ନେଇ ସୂଚନା ମିଳିଛି। ରିଲାଏନ୍ସ ଗ୍ରୁପ୍‌ର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ରିଲାଏନ୍ସ ଭିତ୍ତିଭୂମି…

ବନ୍ଧୁକ ଦେଖାଇ ବ୍ୟାଙ୍କ ମ୍ୟାନେଜରଙ୍କ…

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଦିନ ଦ୍ବିପ୍ରହରରେ ଡକାୟତି ହୋଇଛି । ୬ ଜଣ ଯୁବକ ୩ଟି ବାଇକରେ ଆସି ବ୍ୟାଙ୍କ ଭିତରକୁ ପଶିଥିଲେ । ପ୍ରଥମେ ସେମାନେ ବ୍ୟାଙ୍କ୍ ମ୍ୟାନେଜର ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଉଭୟ କ୍ୟାସ…

ବସ୍ ଭଡା ବୃଦ୍ଧି

ଭୁବନେଶ୍ବର: ବଜେଟ ପରେ ଡିଜେଲ ଦରରେ ବୃଦ୍ଧି ଘଟିଛି। ଏହା ଫଳରେ ଡିଜେଲ ଦର ବୃଦ୍ଧି ହେବା ସହ ବସ୍ ଭଡା ମଧ୍ୟ ବୃଦ୍ଧି ହୋଇଛି। ଅର୍ଡିନାରି ଓ ଏକ୍ସପ୍ରେସ ଭଡା କିଲୋମିଟର ପିଛା ୧ ପଇସାକୁ ବୃଦ୍ଧି ପାଇ ଥିବା ବେଳେ ଡିଲକ୍ସ ଓ ଏସି ବସ୍ ଭଡା କିଲୋମିଟର ପିଛା ୨ ପଇସାକୁ ବୃଦ୍ଧି ପାଇଛି। ଅର୍ଡିନାରି ବସରେ…