Odisha Link
Bridging the Missing Links in Odisha
Daily Archives

August 21, 2019

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

ସୋର : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ସୂଂଗୁଡା ଗ୍ରାମରେ ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଗୌରାଙ୍ଗ ମୋହନୀ। ତାଙ୍କ ବୟସ ୪୬ବର୍ଷ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଗୌରାଙ୍ଗ ମୋହନୀ ଘର ପାଖରେ ବିଦ୍ୟୁତ ତାର ଯୋଡ଼ୁଥିବାବେଳେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିଥିଲା।…

ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ପଛୁଆ…

ଜୟପୁର : ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ। ଆସନ୍ତା ଗୁରୁ ଦିବସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ହେବେ ସମ୍ମାନିତ। ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଲା ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ। ଏହି…

କୋରାପୁଟ ବିଜେଡ଼ିରେ ଫାଟ, ତଥାପି ବି…

ଭୁବନେଶ୍ୱର : କୋରାପୁଟ ବିଜେଡ଼ିରେ ସବୁକିଛି ଠିକ ଚାଲିନାହିଁ। ଯାହାର ନଜିର ଆଜି ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ବେଳେ ଫାଟ ଜଳଜଳ କରି ପଦାକୁ ଆସିଛି। ଏମିତିକି ହାଇକମାଣ୍ଡଙ୍କ ନିଷ୍ପତିକୁ ବି ଚ୍ୟାଲେଞ୍ଜ କରିଛନ୍ତି ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ। ଯାହା ଏବେ କୋରାପୁଟ…

ଅନଲାଇନ୍‌ ଫୁଡ ଡେଲିଭରୀ ଆପ୍: ଆଉ ମିଳିବ…

ନୂଆଦିଲ୍ଲୀ: ଖାଦ୍ୟପ୍ରେମୀଙ୍କ ପାଇଁ ଦୁଃଖ ଖବର। କାରଣ ଆଗପରି ଜୋମାଟୋ, ସ୍ବିଗୀ ପରି ଅନଲାଇନ୍‌ ଫୁଡ ଡେଲିଭରୀ ଆପରେ ଆଉ ମିଳିବ ନାହିଁ ଆଗ ପରି ରିହାତି। ଫୁଡ ଡେଲିଭରୀ ଆପ୍‌ମାନେ ଅତ୍ୟଧିକ ରିହାତି ପ୍ରଦାନରୁ ଦୂରେଇ ରହିବାକୁ ରାଜି ହୋଇଛନ୍ତି। ଆଜି ବିଭିନ୍ନ ରେସ୍ତୋରାଁ ସଂଘ ଓ ଫୁଡ ଆଗ୍ରିଗ୍ରେଟରମାନଙ୍କ…

ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ…

ଗୁଣପୁର : ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ହାତାହାତି। ଜିଲ୍ଲା ପରିଷଦ ସଭ୍ୟ ଅଶ୍ବିନୀ ଗମାଙ୍ଗ ଓ ସମିତି ସଭ୍ୟ ଶ୍ରୀଧର ଶବରଙ୍କ ମଧ୍ୟରେ ମାରପିଟ ହୋଇଛି। କୋରମ ଅଭାବ ପରେବି ବୈଠକ କିଭଳି ହେଉଛି ବୋଲି ପ୍ରଶ୍ନ କରିଥିଲେ ଶ୍ରୀଧର। କୋରମ ଅଭାବରୁ ଅଧାରୁ ଅଟକିଛି ବୈଠକ। ବିଧାୟକଙ୍କ ଉପସ୍ଥିତରେ ହଟ୍ଟଗୋଳ…

ନ୍ୟୁଜ ଓ୍ବାର୍ଲଡ ଓଡ଼ିଶା ପ୍ରସାରଣ ବନ୍ଦ!

ଭୁବନେଶ୍ବର: ସବୁ ସମୟରେ ସମସ୍ତ ଘଟଣାକୁ ଚର୍ଚ୍ଚାରେ ରଖିଥାଏ ଗଣମାଧ୍ୟମ। ହେଲେ ଏବେ କିଛିଦିନ ହେବ ଗଣମାଧ୍ୟମ ନିଜେ ଚର୍ଚ୍ଚାରେ। ସାଧାରଣ ନିର୍ବାଚନ ପରେ ରାଜ୍ୟର ଶାସନ ଚଳଚଞ୍ଚଳ ହେଉଛି। ଅପରପକ୍ଷେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଅଚଳ ହେବାରେ ଲାଗିଛି। ବିଶେଷକରି ନ୍ୟୁଜ୍‌ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ…

ହତ୍ୟା ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗୁଥିବା…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗାରରେ ଜେଲ୍‌ ଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କର ଆଜି ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ନାୟକ। ତାଙ୍କ ଘର ବଡିବିଲ ଥାନ ହିସାବୁରୁରେ ଅଞ୍ଚଳରେ। ସୂଚନା ଅନୁସାରେ, ୨୦୧୭ ମସିହାରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସେ ୧୦ ବର୍ଷର ଜେଲ୍‌ ଦଣ୍ଡ ପାଇଥିଲେ…

କଟକ ଡଗରପଡ଼ା ଛକରେ ବୋମାମାଡ଼

କଟକ : କଟକ ଡଗରପଡା ଛକରେ ବୋମାମାଡ ହୋଇଛି। କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ୪ଟି ବୋମାମାଡ କରିଛନ୍ତି। ଦୁଇ ଜଣଙ୍କ ଘର ଉପରକୁ ବୋମାମାଡ ହୋଇଛି। ବୋମାମାଡ କରିଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ତେବେ ପୂର୍ବ ଶତ୍ରୁତାରୁ…

କେନ୍ଦ୍ରାପଡାରେ ବଜ୍ରପାତ ନେଲା ୫ ଜୀବନ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ବଜ୍ରାଘାତରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମହାକାଳପଡା ବ୍ଲକ କରଞ୍ଜ ଗାଁରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପପୁ କୁମାର ଦାସ ଓ ରଙ୍ଗାଧର ବେହେରା। ବିଲକୁ ଯାଇଥିବା…

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ…

କଟକ : ଆଜି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ବିଜେଡି ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ। ଆଜି କଟକସ୍ଥିତ ଓଏସ୍ଆଇସି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଚିନ୍ମୟ ସାହୁ। ନିଜ କାର୍ଯ୍ୟରେ ଯୋଗ ଦେଇ ଚିନ୍ମୟ ସାହୁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା…