Odisha Link
Bridging the Missing Links in Odisha
Daily Archives

August 21, 2019

ମିଳିଲା ପର୍ବତାରୋହୀମାନଙ୍କୁ ପ୍ରମାଣ…

ଭୁବନେଶ୍ବର : ରାଜ୍ୟର ଯୁବକ ଦୁଃସାହସିକ କ୍ରୀଡାବିତ୍ ତଥା ପର୍ବତାରୋହୀ ନୀଳାଚଳ ପରିଡାଙ୍କ ନେତୃତ୍ବରେ ୨୧ଜଣ ପର୍ବତାରୋହୀ ପର୍ବତାରୋହଣର ମୈାଳିକ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଛନ୍ତିା  ଏମାନଙ୍କ ମଧ୍ୟରେ ରହିଛନ୍ତି ୪ଜଣ ବାଳିକା ଓ ୧୭ ଜଣ ବାଳକ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ପାହାଲଗମ୍ ଜିଲ୍ଲାର…

ଭିଜିଲାନ୍ସ ଜାଲରେ ଚନ୍ଦାହାଣ୍ଡି ବ୍ଲକ୍…

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷ ଟିକାମ ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ରହିଛି। ନବରଙ୍ଗପୁର, ଜୟପୁର ଓ କୋରାପୁଟ ଟିମ୍ ମିଳିତ ଭାବରେ ଚଢ଼ାଉ କରିଛି। ଟିକାମ ନାୟକ ପୂର୍ବରୁ ଲ୍ୟାମ୍ପର…

୧୦ ବର୍ଷ ତଳର ଶାହ-ଚିଦାମ୍ବରମ୍‌ଙ୍କ…

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଚିଦାମ୍ବରମଙ୍କୁ ନେଇଁ ଚର୍ଚ୍ଚା। ପି. ଚିଦାମ୍ବରମଙ୍କ ମାମଲାକୁ ନେଇ ଦେଶରେ ରାଜନୈତିକ ସ୍ତରରେ ସରଗମ୍‌ ଦେଖିବାକୁ ମିଳୁଛି। ଇଡ଼ି ଏବଂ ସିବିଆଇ ପକ୍ଷରୁ ଚିଦାମ୍ବରମ୍‌ଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ ପାଇଁ ଯୋଜନା କରାଯାଇଛି। ଚିଦାମ୍ବରମ୍‌ ଉପରେ ଦୁର୍ନୀତି ଅଭିଯୋଗ…

କେନ୍ଦ୍ରାପଡା କେନାଲର ଭାସିଗଲେ ଦୁଇଛାତ୍ର

ସାଲେପୁର : କେନ୍ଦ୍ରାପଡା କେନାଲର ଗାଧୋଉ ଥିବା ବେଳେ ଦୁଇଜଣ ଛାତ୍ର କେନାଲର ପାଣି ଭାସି ଯାଇଥିଲେ। ଛାତ୍ର ଦୁଇ ଜଣଙ୍କ ମଧ୍ୟରୁ ନିଖୋଜ ହୋଇଯାଇଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଛାତ୍ରଙ୍କ ନାଁ ରାହୁଲ ଜୈନ। ଉଦ୍ଧାର ହୋଇଥିବା ଛାତ୍ର ହେଲେ ସଞ୍ଜୟ ଜେନା। ନିଖୋଜ ଛାତ୍ର କଟକ ଜିଲ୍ଲା ଚୌଦ୍ବାର…

ବାଉଁଶ ଚାଷ କଲେ ସରକାର ଯୋଗାଇବେ ଆର୍ଥିକ…

ଭୁବନେଶ୍ବର : ରାଜ୍ୟରେ ବାଉଁଶ ମିସନ୍‌ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭ କୋଟି ୩୩ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ପ୍ରସ୍ତୁତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ରାଜ୍ୟସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଏହି ଯୋଜନାକୁ ଅନୁମୋଦନ ମିଳିଛି।…

ମୋର ସବୁ ଠିପି ବନ୍ଦ ହୋଇଯାଇଛି: ରାନୀ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ରାନୀ ପଣ୍ଡା। ହେଲେ ଏଥର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରାନୀ। ପୂର୍ବରୁ ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ‘ଅଶ୍ଳୀଳ’ ନୃତ୍ୟ ପରିବେଷଣ କରିବା ଅଭିଯୋଗ ଆସିବା ପରେ ସାରା ଓଡ଼ିଶାରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଆଉ ଅଜଣା ଓ ଅଚିହ୍ନା ଜଣେ ନାୟିକା ରାତାରାତି…

ସଡ଼କ ଦୁର୍ଘଟଣାରେ ୨ ମୃତ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବେଲପଡ଼ା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବେଲପଡ଼ା ଛକରେ ରାସ୍ତା ଉପରେ ଏକ ଟ୍ରକ ଠିଆ ହୋଇଥିଲା। ଏହି ସମୟରେ ଆଉ ଏକ ଟ୍ରକ ପଛ ପଟୁ ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଠିଆ…

ଅପହରଣ ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର…

ପାରାଦୀପ : ପାରାଦୀପ ଲକପଡାରୁ ଚୋରି ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଅପହରଣ ଅଭିଯୋଗରେ ଘରର ମହିଳା ସହାୟିକା ମାନିନୀ ସାହୁ ଗିରଫ। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତିତିରା ଗାଁର ଶତ୍ରୁଘ୍ନ ସାମଲ ପରିବାର ସହ ପାରାଦୀପରେ…

୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ…

ଭୁବନେଶ୍ୱର : ମନ୍‌ସୁନ୍‌ ଟ୍ରପ୍‌ଲାଇନ୍‌ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନବରଙ୍ଗପୁର। ଏନେଇ ଭୁବନେଶ୍ୱର…

ପ୍ରଧାନ ବିଚାରପତି ନେବେ ଚିଦାମ୍ବରମ୍‌ଙ୍କ…

ନୂଆଦିଲ୍ଲୀ: କଂଗ୍ରେସ ନେତା ପି ଚିଦାମ୍ୱରମଙ୍କୁ ମିଳିଲାନି ଜାମିନ। ଆଜି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ। ଏବେ ଉଭୟ ସିବିଆଇ ଏବଂ ଇଡି ଚିଦାମ୍ୱରମଙ୍କୁ ଯେତେବେଳେ ଚାହିଁବେ ଗିରଫ କରିପାରିବେ। ଅନ୍ୟପଟେ ଗିରଫ ଭୟରେ ଦେଶ…