Odisha Link
Bridging the Missing Links in Odisha
Daily Archives

August 21, 2019

ଦାୟିତ୍ବ ଗ୍ରହଣ କଲେ ନୂଆ ପୋଲିସ କମିଶନର…

ଭୁବନେଶ୍ବର : ନୂଆ ପୋଲିସ କମିଶନର ଭାବେ ସୁଧାଂଶୁ ଷଡଙ୍ଗୀ ଆଜି ଦ୍ବାୟିତ୍ବ ଗ୍ରହଣ କରିଛନ୍ତି। ଟ୍ବିନ୍‌ ସିଟିର ସପ୍ତମ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‌ ଆପିଏସ୍ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ। ଦିନ ସାଢେ ୧୧ଟାରେ ସତ୍ୟଜିତ୍ ମହାନ୍ତିଙ୍କଠାରୁ ବିଧିବଦ୍ଧ ଭାବେ ସେ ଦାୟିତ୍ବ…

ଭୀରୁତାର ପରିଚୟ ଦେଇଛନ୍ତି ମୋଦି ସରକାର:…

ନୂଆଦିଲ୍ଲୀ: ପି. ଚିଦାମ୍ବରମଙ୍କୁ ସିବିଆଇ ଖୋଜିବା ଘଟଣାରେ ମୁହଁ ଖୋଲିଛନ୍ତି ପ୍ରିୟଙ୍କା ଗାନ୍ଧୀ। ସେ ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ସକାଳେ ଟ୍ବିଟ କରି କହିଛନ୍ତି ଯେ, ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପି. ଚିଦାମ୍ବରମ୍‌ଙ୍କୁ ଜାଣିଶୁଣି ପ୍ରଧାନମନ୍ତ୍ରୀ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ନବରଙ୍ଗପୁର : ଯୌତୁକ ପାଇଁ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବାପ ଘର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ୍‌ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି କରୁଛି। ମିଳିଥିବା ସୂଚନା ଅନୁସାରେ, ମୈଦଲପୁର ଥାନା ଅନ୍ତର୍ଗତ କାକୁଡ଼ିଆମ୍ବ…

ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ : ଭଦ୍ରକ ପୁରୁଣାବଜାର ଥାନା ଛଡାକମହଲା ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳାଣଙ୍କ ହେଉଛନ୍ତି ସୁମିତ୍ରା ସାହୁ। ମୃତକଙ୍କ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ମୃତକଙ୍କ ବାପଘର ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୁରୁଣାବଜାର ପୋଲିସ…

ହୀରାକୁଦ ଜଳଭଣ୍ଡାରରୁ ୪ଟି ଗେଟ୍ ଦେଇ ଜଳ…

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୩୧ ଫୁଟ୍। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୬୩ ହଜାର ୭୯୬ କ୍ୟୁସେକ୍ ଜଳ। ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୮୨ ହଜାର ୮୬୬ କ୍ୟୁସେକ୍ ଜଳ। ବାମ ପାର୍ଶ୍ବରେ ୩ ଓ…

ମାସକ ପରେ ଛାତ୍ର ସଂସଦ ନିର୍ବାଚନ: କଣ…

ଭୁବନେଶ୍ବର: ଆଉ ମାସକ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ସେପ୍ଟେମ୍ବର ଶେଷ ସପ୍ତାହାରେ ହେବ ଛାତ୍ର ସଂସଦ ନିର୍ବାଚନ। ନିର୍ବାଚନ ପାଇଁ ସେପ୍ଟେମ୍ବର ୩ୟ ସପ୍ତାହରୁ ଆରମ୍ଭ ହେବ ପ୍ରକ୍ରିୟା। ଅପରପକ୍ଷେ ବିଭିନ୍ନ ଛାତ୍ର ସଙ୍ଗଠନଙ୍କ ପାଖରେ ମାତ୍ର ୧ମାସରୁ କମ୍‌ ସମୟ ଅଛି। ହେଲେ ପୂର୍ବବର୍ଷ ଭଳି…

ଜ୍ୱାଇଁର ଗୋଡ଼ ହାଣିଦେଲା ଶ୍ବଶୁର

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଡୁଙ୍ଗୁରିଗୁଡା ଗ୍ରାମରେ ଏକ ଅଭାବନିୟ କାଣ୍ଡ ଘଟିଯାଇଛି। ଜ୍ୱାଇଁର ଗୋଡ଼ ହାଣିଦେଇଛି ଶ୍ବଶୁର। ଅଭିଯୁକ୍ତ ଜଣକ ହେଲେ ଶଶୀ ମହାଳିକ ଆହତ ଜ୍ୱାଇଁ ହେଲେ ବରପଦର ଗାଁର ସୌରଭ ଦଣ୍ଡିଆ। ଲିଖିତ ଭାବେ ଆହତଙ୍କ ବାପା ଚିତ୍ରସେନ ଦଣ୍ଡିଆ ଥାନାରେ ଅଭିଯୋଗ କରିଛନ୍ତି।…

ଆଜି ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି

ପୁରୀ : ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତିରେ ଆଜି ଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣ ରାହୁରେଖା ଲାଗି ହେବ। ଏଥିପାଇଁ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ଦିନ ଅଣସର ପିଣ୍ଡିରେ କଢ଼ା ଯାଇଥିବା ସୁବର୍ଣ୍ଣ…

ଦ୍ୱନ୍ଦ୍ୱରେ କୋହଲି: କିଏ ହେବ ଇନ୍‌ କିଏ…

ଆଣ୍ଟିଗୁଆ: ଆସନ୍ତାକାଲି(ଗୁରୁବାର) ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତାର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏଥିସହିତ ଟିମ୍‌ ଇଣ୍ଡିଆ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ମଧ୍ୟ ଆରମ୍ଭ କରିବ। ବିଶ୍ୱ ଟେଷ୍ଟ ଚାମ୍ପିନଶିପର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ କେଉଁ ଖେଳାଳି ନେଇ ଖେଳିବ ସେ ନେଇ ଏବେ…

ରତ୍ନମାଳା ସ୍ବାଇଁଙ୍କ ୮ଟି ଅଣୁକବିତା

ରତ୍ନମାଳା ସ୍ବାଇଁଙ୍କ ୮ଟି ଅଣୁକବିତା ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରତ୍ନମାଳା ସ୍ବାଇଁଙ୍କ କବିତା ସଂକଳନ ‘ଫଟୋଫ୍ରେମ’ ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 ଈଶ୍ବର ମୋ ହାତରେ ତୁମରି ନିର୍ମାଣ ମୋ ହାତରେ ତୁମରି ବିସର୍ଜନ ହେ ଦେବତା! ଏବେ କୁହ କିଏ ଅଧିକ…