Odisha Link
Bridging the Missing Links in Odisha

ମହିଳାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ : ଭଦ୍ରକ ପୁରୁଣାବଜାର ଥାନା ଛଡାକମହଲା ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳାଣଙ୍କ ହେଉଛନ୍ତି ସୁମିତ୍ରା ସାହୁ। ମୃତକଙ୍କ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ମୃତକଙ୍କ ବାପଘର ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୁରୁଣାବଜାର ପୋଲିସ ଘଟଣାର ତଦନ୍ତ କରିବା ସହ ମୃତ ମହିଳାଙ୍କ ସ୍ବାମୀ ମନୋଜ ସାହୁକୁ ଥାନାରେ ଅଟକ ରଖିଛି।

Comments are closed.