Odisha Link
Bridging the Missing Links in Odisha
Browsing Tag

BARAGARH

ଇଡକୋକୁ ହସ୍ତାନ୍ତର ହେବ ବରଗଡ ଚିନିକଳ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ…

ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ ଟାଇଫସ୍‌…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ…

ନାମାଙ୍କନ ଭରିଲେ ବର୍ଷା

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି। ଆଜି ହେଉଛି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିର ବରିଷ୍ଠ ନେତା ଓ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବର୍ଷା ସିଂ ବରିହା।…

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଶେଷ ମାସରେ ଆଉ ଏକ ଉପନିର୍ବାଚନ ଦେଖିବ ଓଡ଼ିଶା। ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ଉପନିର୍ବାଚନ। ଏନେଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର…

ହେବନି ବିଶ୍ବପ୍ରସିଦ୍ଧ ବରଗଡ଼…

ଭୁବନେଶ୍ବର: ଚଳିତବର୍ଷ ହେବ ନାହିଁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ମହାମାରୀ କୋଭିଡ-୧୯କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ବରଗଡ଼ ଜିଲ୍ଲାପାଳ। ରବିବାର ଅନୁଷ୍ଠିତ ହୋଇଥିବା ସମନ୍ବୟ କିମିଟି ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ପଶ୍ଚିମ ଓଡ଼ିଶା ଗସ୍ତରେ ମୁଖ୍ୟ ଶାସନ ସଚିବ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା…

ଯୁବକଙ୍କୁ ଗୁଳିମାଡ଼

ବରଗଡ଼: ବଲାଙ୍ଗୀରରୁ ବରଗଡ଼ ଆସୁଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଆହତ ଯୁବକ ଗୁରୁବାର ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ବର୍ଣ୍ଣବୋଧ ପୋଡ଼ି ମାମଲା: ଅଭିଯୋଗ…

ବରଗଡ଼: ରାଜ୍ୟରେ ବେଶ୍‌ କିଛିଦିନ ହେବ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୃଶ୍ୟକୁ କୋଶଳ ସାହିତ୍ୟ ଡଟ୍‌ ଇନ୍‌ ଫେସ୍‌ବୁକ୍‌ ପେଜ୍‌ରେ ଅପ୍‌ଲୋଡ୍‌ ହେବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ‌ଦୃଶ୍ୟକୁ ଅପ୍‌ଲୋଡ୍‌ କରାଯାଇଥିବା ପେଜ୍‌ରେ ପଦ୍ମଶ୍ରୀ…

ମେଡିକାଲ୍ରୁ କଏଦୀ ଫେରାର୍‌

ବରଗଡ : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର୍‌ ହୋଇଯାଇଛି। ଚିକିତ୍ସା ହେବାକୁ ଆସି ମେଡିକାଲ୍‌ରୁ ଫେରାର୍ ହୋଇଯାଇଛି କଏଦୀ। ଶୌଚ ପାଇଁ ଯାଇଥିବା ବେଳେ ଚକ୍‌ମା ଦେଇ ଫେରାର୍। ବରଗଡ ଉପକାରଗାରର ବିଚାରଧୀନ କଏଦୀ ନକୁଳ ମାଝି। ଗତକାଲି ସନ୍ଧ୍ୟାରେ ବ୍ଲେଡ୍‌ରେ ନିଜ ହାତ ଗୋଡି କାଟି ଦେଇଥିଲା…

୪ ନକଲି ସାମ୍ବାଦିକ ଗିରଫ

ବରଗଡ଼: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନକଲି ସାମ୍ବାଦିକଙ୍କ କଳା କାରନାମା। ନକଲି ସାମ୍ବାଦିକ ବ୍ଲାକମେଲିଂ ଏବଂ ବଟି ଆଦାୟବେଳେ ପୋଲିସ୍‌ ହାତରେ ଧରା ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ସମେତ ୪ ନକଲି ସାମ୍ବାଦିକ ରହିଛନ୍ତି। ବରଗଡ଼ ପୁଲିସ୍‌ ଏମାନଙ୍କୁ ଗିରଫ କରିଛି। ଗିରଫ ନକଲି…