Odisha Link
Bridging the Missing Links in Odisha

ମେଡିକାଲ୍ରୁ କଏଦୀ ଫେରାର୍‌

ବରଗଡ : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର୍‌ ହୋଇଯାଇଛି। ଚିକିତ୍ସା ହେବାକୁ ଆସି ମେଡିକାଲ୍‌ରୁ ଫେରାର୍ ହୋଇଯାଇଛି କଏଦୀ। ଶୌଚ ପାଇଁ ଯାଇଥିବା ବେଳେ ଚକ୍‌ମା ଦେଇ ଫେରାର୍। ବରଗଡ ଉପକାରଗାରର ବିଚାରଧୀନ କଏଦୀ ନକୁଳ ମାଝି।
ଗତକାଲି ସନ୍ଧ୍ୟାରେ ବ୍ଲେଡ୍‌ରେ ନିଜ ହାତ ଗୋଡି କାଟି ଦେଇଥିଲା ନକୁଳ। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଚିକିତ୍ସା ହେଉଥିଲା। ଡକାୟତି କେସ୍‌ରେ ୨ ମାସ ହେବ ସଜ୍ଜା କାଟୁଥିଲା।

Comments are closed.