Odisha Link
Bridging the Missing Links in Odisha
Daily Archives

August 23, 2019

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ…

ସମ୍ବଲପୁର : ଉପରମୁଣ୍ଡରେ ବର୍ଷାର ପରିମାଣ କମିଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଯାଇଥିବା ବେଳେ ଭଣ୍ଡାରର ସବୁ ଗେଟ୍ ବନ୍ଦ କରି ଦିଆଯାଇଛି। ଏବେ ଜଳଭଣ୍ଡାରର ଜଳସ୍ତର ୬୧୯.୬୫ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୧ ହଜାର ଜଳ ପ୍ରବେଶ କରୁଛି। ଧୀରେ ଧୀରେ ଜଳ ପ୍ରବାହ କମିବାରୁ…

ଅଯୋଗ୍ୟ ଅଧିକାରୀଙ୍କଠାରୁ ଅର୍ଥ ଆଦାୟ…

ଭୁବନେଶ୍ୱର : ଗତକାଲି ‘କାଳିଆ’ ସମୀକ୍ଷା ବୈଠକ ପରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଏହାକୁ ନେଇ ଆଜି ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। କାଳିଆ ଚୟନକର୍ତ୍ତା ଅଫିସରଙ୍କଠାରୁ…

ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ : ୪…

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଉତ୍ତର ୨୪ପ୍ରଗଣାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ ଘଟିଛି। ମନ୍ଦିରର କାନ୍ଥ ଭୁଷୁଡି ପଡିବା ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୦ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଏସଏସକେଏମ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ସେବା ଯୋଗଇ…

ଗୁଣିଗାରେଡି ସନ୍ଦେହରେ ହତ୍ୟା ଉଦ୍ୟମ

ଆନନ୍ଦପୁର : ଗୁଣି ଗାରେଡି ସନ୍ଦେହରେ କେନ୍ଦୁଝର ଜିଲ୍ଲାରେ ଏକ ହତ୍ୟା ଉଦ୍ୟମ ହୋଇଛି। ଗୁଣି କରୁଥିବା ସଂଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ଗାଁର ଜଣେ ମହିଳା। ଆକ୍ରମଣର ଯୋଗୁଁ ବୃଦ୍ଧାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ବୃଦ୍ଧାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି…

ତୈଳ କମ୍ପାନୀ ଆଉ ଏୟାର ଇଣ୍ଡିଆକୁ ତେଲ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଝଟକା। ଆର୍ଥିକ ସଙ୍କଟ ମଧ୍ୟରେ ଫସିଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ତେଲ ଦେବାକୁ ମନା କରିଛନ୍ତି ଜେଲ କମ୍ପାନୀ। ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀ ଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନାହିଁ।…

ସ୍କର୍ପିଓକୁ ଧକ୍କା ଦେଲା ଟ୍ରକ୍

ବାଲେଶ୍ବର : ବାଲେଶ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ରାଜଧାନୀ ଢ଼ାବା ନିକଟରେ ଏକ ସ୍କର୍ପିଓକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଛି। ଫଳରେ ସ୍କର୍ପିଓରେ ଥିବା ଚାଳକଙ୍କ ସମେତ ୮ ଜଣ ରୂପସା ଝୋଟକାରଖାନାର ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମରେ ପଡ଼ି ନିଜର…

ନୂଆଦିଲ୍ଳୀ: ଆଜି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ସାରା ଦେଶରେ ବହୁତ ଧୁମଧାରେ ପାଳନ କରାଯାଉଛି ଜନ୍ମାଷ୍ଟମୀ। ଅପରପକ୍ଷେ ବିଭିନ୍ନ ମନ୍ଦିର ଏବଂ ମଠରେ ଦେଖିବାକୁ ମିଳୁଛି ଭକ୍ତଙ୍କ ସମାଗମ। ଭାଗବାନ ଶ୍ରୀକୃଷ୍ଣଙ୍କୁ ହିନ୍ଦୁମାନେ ଠାକୁର ଭାବେ ପୂଜା କରିଥାନ୍ତି। କେବଳ ହିନ୍ଦୁ ନୁହେଁ ମୁସଲମାନେ ମଧ୍ୟ…

ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା…

ଭୁବନେଶ୍ବର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ୬ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ଅଣ୍ଡାମାଡ଼ ଖାଇଲେ ପାକିସ୍ତାନ ରେଳମନ୍ତ୍ରୀ

ଲଣ୍ଡନ: ହଟହଟା ହେଲେ ପାକିସ୍ତାନ ରେଳ ମନ୍ତ୍ରୀ। ନିଜ ବିବାଦିତ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରେଳ ମନ୍ତ୍ରୀ ଶେଖ ରଶିଦ ଲଣ୍ଡନରେ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣକାରୀ ମାଡ଼ ମାରିବା ସହିତ ଅଣ୍ଡା ଫିଙ୍ଗି ଫେରାର ହୋଇଯାଇଛି। ଏହି ଘଟଣା ଅଗଷ୍ଟ ୨୦ ତାରିଖର ବୋଲି ଜଣାପଡ଼ିଛି। ଇଏ…

ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ଜଗମୋହନ…

ଅନୁଗୁଳ : ଅନୁଗୁଳ ଏସପି ଭାବେ ଜଗମୋହନ ମିନା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ସ୍ଥାନରେ ଥିବା ମିତ୍ରଭାନୁ ମହାପାତ୍ରଙ୍କ କେନ୍ଦୁଝର ବଦଳି ପରେ ମାଲକାନଗିରି ଏସପି ଜଗମୋହନ ମିନାଙ୍କୁ ଅନୁଗୋଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି। ୨୦୧୩ ବ୍ୟାଚ ଆଇପିଏସ ଅଫିସର ଶ୍ରୀ ମିନା ୨୦୧୭ରେ ପ୍ରଥମ…