Odisha Link
Bridging the Missing Links in Odisha
Daily Archives

August 23, 2019

ରାଜ୍ୟସଭା: ଶପଥ ନେଲେ ମନମୋହନ ସିଂ

ନୂଆଦିଲ୍ଲୀ: ଆଜି ପୁଣିଥରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ। ରାଜସ୍ଥାନ ଆସନରୁ ମନମୋହନ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନିଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। ମନମୋହନ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କ ଉପସ୍ଥିତିରେ ଶପଥ ଗ୍ରହଣ…

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ରାଢଙ୍ଗ ଗାଁରେ ଥିବା ପୋଖରୀରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ସଞ୍ଜୀବ ନାୟକ। ମିଳିଥିବା ସୂଚନା ଅନୁସାରେ, ସେ ଗତ ବୁଧବାରଠାରୁ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା।…

କେଉଁ ନେତାଙ୍କୁ ପର୍ଯ୍ୟବେକ୍ଷକ କଲା…

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ନବରଙ୍ଗପୁର : ସଂଜୟ କୁମାର ଦାସବର୍ମା ରାୟଗଡ଼ା : ସଂଜୟ କୁମାର ଦାସବର୍ମା କୋରାପୁଟ : ଚନ୍ଦ୍ରସାରଥି ବେହେରା ମାଲକାନାଗିରି : ଚନ୍ଦ୍ରସାରଥି ବେହେରା କଳାହାଣ୍ଡି : ନବକିଶୋର ଦାସ ବରଗଡ଼…

ଦିବଙ୍ଗତ ଆତ୍ମାଙ୍କ ପାଇଁ ସ୍ମୃତିସଭା

ଭୁବନେଶ୍ବର: ଦିବଙ୍ଗତ ଆତ୍ମାଙ୍କ ପାଇଁ ସ୍ମୃତିସଭା। ଖଣ୍ଡଗିରି ସ୍ଥିତ ନୃସିଂହନାଥ ମଠରେ ଦିବଙ୍ଗତ ଆତ୍ମାଙ୍କ ପାଇଁ ଦୀପଦାନ ଏବଂ ଏକ ମିନିଟର ସମୁହ ନୀରବ ପ୍ରାର୍ଥନା। ଆଭାସ ମଞ୍ଚର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କବି ଦୁର୍ବଳିଆଙ୍କ ଏକ ଭକ୍ତି ସଙ୍ଗୀତ ସହ…

ପୋଲିସ ସାଜିଲା ଲୁଟେରା

ଚୌଦ୍ବାର : କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ରେ ପୋଲିସ ଲୁଟ କରିଥିବା ଅଭିଯୋଗ ହୋଇଛି । ଗତ ବୁଧବାର ବିଳମ୍ବିତ ରାତିରେ ଏକ କାରରେ ଚଣ୍ଡିଖୋଲରୁ ଭୁବନେଶ୍ୱର ଯାଉଥିବା ଏକ ପରିବାରକୁ ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ଅଟକାଇ କିଛି ପୋଲିସ ତନଖି କରିଥିଲେ। ସେମାନଙ୍କ ଗାଡିରୁ ଦେଢ ଲକ୍ଷ…

ବ୍ରହ୍ମପୁରରେ ରାସ୍ତା କଡରେ ପ୍ରସବ କଲେ…

ବ୍ରହ୍ମପୁର : ବ୍ରହ୍ମପୁରର ବଡ ମେଡିକାଲଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା। ରାସ୍ତା ଉପରେ ସର୍ବସମ୍ମୁଖରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିଛନ୍ତି। ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି, ଗାଡି ମଟର ଯାଉଛି ଏଭଳି ସମୟରେ ମହିଳା ଜଣଙ୍କ ରାସ୍ତା କଡରେ ପଡି…

ଖରାପ ଅର୍ଥବ୍ୟବସ୍ଥାରେ ଦେଶ: ରାଜୀବ…

ନୂଆଦିଲ୍ଲୀ: ବିଗୁଡ଼ୁଛି ଦେଶର ଆର୍ଥିକ ବ୍ୟବସ୍ଥା। ଆର୍ଥିକ ମାନ୍ଦାବସ୍ତାକୁ ନେଇ ସାରା ଦେଶରେ ଚର୍ଚ୍ଚା। କେନ୍ଦ୍ର ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ୍ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନିଜର ମତ ରଖିଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ସବୁଠାରୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ…

ଗୋଟିଏ ଦହିତ ଦିଗର କାହାଣୀ

କ୍ଷୀରୋଦ ବିହାରୀ ବିଶ୍ୱାଳଙ୍କ ଗପ ଗୋଟିଏ ଦହିତ ଦିଗର କାହାଣୀ ଆଜି ଦୀପାବଳି। ବାହାରେ ଫୁଟୁଥିବା ବାଣର ଶବ୍ଦ ଆଉ ଗନ୍ଧ , ଟିକେ ଟିକେ କବାଟ ଫାଙ୍କରେ ହସ୍ପିଟାଲ ଭିତରକୁବି ଚାଲି ଆସୁଛି। ହସ୍ପିଟାଲ କାନ୍ଥ ଘଣ୍ଟାରେ ରାତି ଏଗାର ବାଜିଲାଣି। ମୋ ହାତ ଘଣ୍ଟାରେ ଦଶ ମିନିଟ ଲେଟ। ଜୀବନରେ ସବୁ କାମରେ ମୁଁ…

ଅସରାଏ ବର୍ଷାରେ ରାଜଧାନୀ ବେହାଲ

ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନେଶ୍ବର ବେହାଲ ହୋଇପଡିଛି। ଆଜି ସକାଳୁ ​‌ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷ କରି ଇସ୍କନ ମନ୍ଦିର ସାମ୍ନାରେ କୃତିମ ହ୍ରଦ ସୃଷ୍ଟି ହୋଇଛି। ରସୁଲଗଡ ଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ଓଭର ବ୍ରିଜ ଉପରେ ଓ ତଳେ…

ପୁରୀ ପାଇଁ ୫୦୦ କୋଟି

ଭୁବନେଶ୍ୱର : ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ପୁରୀରେ ଭିତିଭୂମିର ବିକାଶ, ରାସ୍ତା, ସେତୁ, ପାର୍କିଂ, ମୂଷା ନଦୀର ପୁନରୁଦ୍ଧାର, ମଠ ଓ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ନିକଟରେ ଶ୍ରୀ ପଟ୍ଟନାୟକ…