Odisha Link
Bridging the Missing Links in Odisha
Daily Archives

August 23, 2019

ପ୍ଲାଟଫର୍ମରୁ ସେଲିବ୍ରିଟି, ଦେଖନ୍ତୁ…

ମୁମ୍ବାଇ: କେବେ କେଉଁ ସମୟରେ କାହାର ଭାଗ୍ୟ ବଦଳିଯାଏ ତାହା ସମୟକୁ ମଧ୍ୟ ଅଜଣା। ସୋସାଲ ମିଡିଆ ଏଭଳି ଏକ ମଞ୍ଚ, ଯାହା ଯେ କୌଣସି ଲୋକଙ୍କୁ ରାତାରାତି ଚର୍ଚ୍ଚାକୁ ନେଇ ଆସେ ଓ ରାତାରାତି ଷ୍ଟାର୍‌ ବନେଇଦିଏ। ଏପରି ଭାବରେ ସୋସିଆଲ ମିଡିଆ ଜଣଙ୍କ ଭାଗ୍ୟ ବଦଳାଇଦେଇଛି। କିଛି ଦିନ ତଳେ ସବୁଠି ଚର୍ଚ୍ଚାରେ…

ବେଳାଭୂମି ଅପରିଷ୍କାର କଲେ ଜରିମାନା…

ପୁରୀ : ପୁରୀକୁ ପ୍ରତିଦିନ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ରହିଛି ମନୋରମ ବେଳାଭୂମି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ସଂଖ୍ୟାଧିକ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ ଏହି ବେଳାଭୂମି। ଏହାର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଦି ଘେରା ବୁଲି ଆସିଲେ ଅନେକ ଖୁସି ହୋଇଯାନ୍ତି।…

ବୁର୍ଲା ଭିସୁଟ୍‌ରେ ରାଗିଂ ଘଟଣା : ୫୨…

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଜୁନିୟର ଛାତ୍ରଙ୍କୁ ରାଗିଂ କରିବା ଭିଡିଓ ଭାଇରାଲ ହେବା ପରେ ଉଠିଛି ଅନେକ ପ୍ରଶ୍ନ। ଶିକ୍ଷାନୁଷ୍ଠାନରେ କାହିଁକି ଏପରି ମାନସିକତା। ରାଗିଂ ବିରୋଧରେ କଡା ନିୟମ କାନୁନ ଥିଲେ ମଧ୍ୟ ଏସବୁ କରିବା ଲାଗି କେମିତି ସାହସ ପାଉଛନ୍ତି…

କଶ୍ମୀର ସମସ୍ୟାକୁ ଦ୍ୱିପାକ୍ଷିକ ଆଲୋଚନା…

ଫ୍ରାନ୍ସ: କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି। ଭାରତ ଓ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରି ବିବାଦର ସମାଧାନ କରିବା ଦରକାର। ଦୁଇ ଦେଶ ମଧ୍ୟରେ ଥିବା ଆଞ୍ଚଳିକ ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ଫ୍ରାନ୍ସ…

ଖେଳ ପଡିଆରୁ ଉଦ୍ଧାର ହେଲା ନବଜାତ ଶିଶୁ…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ କୁକିଆ ଗାଁରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଗାଁର ରଞ୍ଜନ ବଗର୍ତି ପାଖ ଖେଳ ପଡିଆକୁ ଶୌଚ ପାଇଁ ଯାଇଥିବାବେଳେ ସେଠାରେ କାନ୍ଦୁଥିବା ଅବସ୍ଥାରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ । ପରେ ଏନେଇ ଆଶା କର୍ମୀଙ୍କୁ ଖବର ଦେବାପରେ ଶିଶୁ…

ମେଡିକାଲ୍ରୁ କଏଦୀ ଫେରାର୍‌

ବରଗଡ : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର୍‌ ହୋଇଯାଇଛି। ଚିକିତ୍ସା ହେବାକୁ ଆସି ମେଡିକାଲ୍‌ରୁ ଫେରାର୍ ହୋଇଯାଇଛି କଏଦୀ। ଶୌଚ ପାଇଁ ଯାଇଥିବା ବେଳେ ଚକ୍‌ମା ଦେଇ ଫେରାର୍। ବରଗଡ ଉପକାରଗାରର ବିଚାରଧୀନ କଏଦୀ ନକୁଳ ମାଝି। ଗତକାଲି ସନ୍ଧ୍ୟାରେ ବ୍ଲେଡ୍‌ରେ ନିଜ ହାତ ଗୋଡି କାଟି ଦେଇଥିଲା…

ଆଜି ଜନ୍ମାଷ୍ଟମୀ: ଦହିହାଣ୍ଡି ଭଙ୍ଗା…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏଥିନେଇ ସମଗ୍ର ଦେଶରେ ବେଶ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ମଠ ଓ ମନ୍ଦିର ଭଳିକି ଭଳି ରୂପରେ ସଜେଇ ହୋଇଛି। ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ହେଲେ ପ୍ରଭୁ ଶ୍ରୀ କୃଷ୍ଣ। ହେଲେ ଜନ୍ମାଷ୍ଟମୀର ଅନ୍ୟତମ ମୁଖ୍ୟ…

ଆଜି ଜନ୍ମାଷ୍ଟମୀ: ଲକ୍ଷ୍ମଣାନନ୍ଦ…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ସାରା ଦେଶ ସମେତ ସାରା ରାଜ୍ୟ ଏହି ଉତ୍ସବକୁ ପାଳନ କରିବା ପାଇଁ ସରିଛି ପ୍ରସ୍ତୁତି। ଏଥିସହିତ ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାକୁ ୧୧ ବର୍ଷ ମଧ୍ୟ ପୁରିଛି। ଏପର୍ଯ୍ୟନ୍ତ ସୁଦ୍ଧା ତଦନ୍ତ ରିପୋର୍ଟ ସାର୍ବଜନୀନ…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଆଇଏସ୍‌ ଓ ଆଇପିଏସ୍‌ ସ୍ତରରେ ଅଦଳବଦଳ ହେବା ପରେ ଏବେ ଓଏଏସ୍‌ ସ୍ତରରେ ହୋଇଛି ଅଦଳବଦଳ। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ହାଇକୋର୍ଟଙ୍କ ନି‌େର୍ଦ୍ଦଶରେ ନିଲମ୍ବନ କରାଯାଇଥିଲା। ଏବେ ପୁଣି କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଲମ୍ବନ ଅ‌ାଦେଶ ପ୍ରତ୍ୟାହାର…

ଆଜି ଦିଲ୍ଲୀ ଯିବେ ନବୀନ

ଭୁବନେଶ୍ବର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଆସନ୍ତାକାଲି ଛୁଟି ଦିନ ଥିଲେ ବି ପୂର୍ବାହ୍ନ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ଗସ୍ତ କରିବେ। ଏହାପରେ ଜରୁରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।…