Odisha Link
Bridging the Missing Links in Odisha

ହେବନି ବିଶ୍ବପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’

ଭୁବନେଶ୍ବର: ଚଳିତବର୍ଷ ହେବ ନାହିଁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ମହାମାରୀ କୋଭିଡ-୧୯କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ବରଗଡ଼ ଜିଲ୍ଲାପାଳ। ରବିବାର ଅନୁଷ୍ଠିତ ହୋଇଥିବା ସମନ୍ବୟ କିମିଟି ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

Comments are closed.