Odisha Link
Bridging the Missing Links in Odisha
Daily Archives

December 13, 2020

କରୋନା: ରାଜ୍ୟରେ ସୁସ୍ଥ ହେଲେ ୩୮୬…

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୮୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୯,୦୬୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରବିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ବିଭାଗ…

ଥମୁନି ପିଲା ଚୋରି, ପୁଣି ଶିଶୁ କନ୍ୟା…

ଜଳେଶ୍ଵର: ଦିନକୁ ଦିନ ଶିଶୁ ଚୋରି ଆତଙ୍କ ବଢ଼ିବାରେ ଲାଗିଛି। ନୟାଗଡ଼ରେ ପରୀ ହତ୍ୟା ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଣି ବାଲେଶ୍ଵର ବାଲିଆପାଳ ଅଞ୍ଚଳରେ ଜଣେ ଶିଶୁ କନ୍ୟା ନିଖୋଜ ହେବା ଘଟଣା ସାମ୍ମନା ଆସିଛି। ବାଲିଆପାଳ ଥାନା ଜମ୍ଭୀରାଇ ଗ୍ରାମର ସାତ ବର୍ଷର ଶିଶୁ କନ୍ୟା ଗତ ଶୁକ୍ରବାର ସକାଳ ନଅ ଟାରୁ…

ଅଧାବାଟରୁ ଉଠାଇ ନେଲେ କାର , ୮ ଗିରଫ

ବୌଦ୍ଧ: ଭୁବନେଶ୍ବରରୁ ଅପହରଣ ହୋଇଥିବା କାରଟିକୁ ବୌଦ୍ଧ ଜିଲ୍ଲାରୁ ଉଦ୍ଧାର କରାଯାଇଛି। କାରଟିକୁ ବିବାହ ଘରରେ ଯୋଗ ଦେବାପାଇଁ ପ୍ରଥମେ ବୁକ୍ କରାଯାଇଥିଲା। କିନ୍ତୁ ଅଧା ରାସ୍ତାରୁ ଅପରାଧୀ ମାନେ କାରଟିକୁ ଅପହରଣ କରିନେଇଥିଲେ। ବୋଦ୍ଧ ପୁଲିସ କାରଟି ଜବତ କରିବା ସହିତ ଓ ଉକ୍ତ ୮ ଜଣ ବ୍ୟକ୍ତିଙ୍କୁ ଗିରଫ…

ବର୍ଷା-ଅନୁଭବଙ୍କ ବିବାଦକୁ ନେଇ ମୁହଁ…

ଭୁବନେଶ୍ବର: ଓଲିଉଡ଼ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ବେଳେ ଏନେଇ ମୁହଁ ଖୋଲିଲେ ଜାଗୃତି। ସୋସିଆଲ ମିଡିଆରେ ଅନୁଭବ ଓ ଜାଗୃତିଙ୍କ ଫଟୋକୁ ନେଇ ଟ୍ରୋଲ୍‌ ହେବା ପରେ ମୁହଁ ଖୋଲିଲେ ମହିଳା ସାମ୍ବାଦିକ ଜାଗୃତି ଶୁକ୍ଲା। ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ…

ରାଜ୍ୟବ୍ୟାପୀ ଚାଷୀ ସମାବେଶ ଓ ମଣ୍ଡିଚାଲ…

ଭୁବନେଶ୍ୱର : ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି, ଅଭାବୀ ଧାନ ବିକ୍ରି, ଏମଏସପିରୁ କମ୍ ଟଙ୍କାରେ ଧାନ କିଣିବା, ବିଭିନ୍ନ ଆଳ ଦେଖାଇ କଟନି ଛଟନିରେ ୧୦ କେଜିି ପର୍ଯ୍ୟନ୍ତ ଧାନ କାଟିବା, ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଆଦି ଚାଷ ଜନିିତ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବିଜେପି ପକ୍ଷରୁ…

ବାଇକ୍‌ ସିରିଜ୍‌ ଦୁର୍ଘଟଣା: ୧ ମୃତ, ୪…

ଦେବଗଡ଼: ବାଇକ୍‌ ସିରିଜ୍‌ ଦୁର୍ଘଟଣା। ରିଆମାଳ ଥାନା ଛତାବର ନିକଟରେ ଏନ୍‌ଏଚ୍‌ ୫୭ରେ ଘଟିଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବାଇକ୍‌ଟି ଗୋଟିଏ ପରେ ଗୋଟିଏ ୪ ପଥଚାରୀଙ୍କ ଉପରେ ମାଡିଯାଇଛି। ଏହି ସଡକ ଦୁର୍ଘଟଣାରେ ବାଇକ୍‌ ‌ ଆରୋହୀ ସମେତ ୪…

ବିଲ ମଧ୍ୟରେ ଏକ କୂଅରୁ ଯୁବକଙ୍କ ମୃତଦେହ…

ଛେଣ୍ଡିପଦା: ବିଲ ମଧ୍ୟରେ ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହଟିଆନାଳୀ ଗ୍ରାମ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ମନନ୍ତ ବେହେରା। ଜରପଡା ଥାନା ଜଙ୍ଗଲ ଜମୁଣ୍ଡା ଗ୍ରାମର ମନନ୍ତ ୪ ବର୍ଷ ପୂର୍ବରୁ ଛେଣ୍ଡିପଦା ଥାନା ବାଲିପଟ୍ଟା ପଞ୍ଚାୟତ…

ବସ୍ ଓଲଟି ୪୦ ଆହାତ

କଳାହାଣ୍ଡି: ଭାରସାମ୍ୟ ହରାଇ ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ବସ୍ ସଡ଼କ ଦୁର୍ଘଟଣା ଗ୍ରସେତ ହୋଇଛି। ଏହି ଦୁର୍ଘଟଣାଟି କୋକସରା ନିକଟବର୍ତ୍ତୀ ବଡ଼କେନ୍ଦୁଗୁଡ଼ାରେ ଘଟିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ…

ରାଗରେ ମାଲିକଙ୍କୁ ଦେଲେ ଚୁମା

ଇସଲାମବାଦ: ରାଗ ଶାନ୍ତ କରିବାକୁ ଯାଇ ମାଲିକଙ୍କୁ ଦେଲେ ଚୁମ୍ବନ। ଜଣେ ଅଫିସର୍‌‌କୁ ଜବରଦସ୍ତି ଚୁମ୍ବନ ଦେଲେ ସେହି ଅଫିସ୍‌ରେ କାମ କରୁଥିବା ଜଣେ କର୍ମଚାରୀ। ଏଭଳି ହାସ୍ୟାସ୍ପଦ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ପାକିସ୍ତାନର ଇସଲାମବାଦ ସହରରେ। ପ୍ରତିଶୋଧ ପରାୟଣ ହୋଇ ଇସଲାମବାଦ…

ରାଜଧାନୀରୁ ୪୧ଜଣ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ ରୁ‌ ୭ ରହିଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ ‌ ୩୪ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ଭିଏସ୍‌ଏସ୍‌ନଗରରୁ ୩ଜଣ ରହିଥିବାବେଳେ ବିଜେବି ନଗର, କଳିଙ୍ଗନଗର, ପୁରୁଣା ଭୁବନେଶ୍ବର ଓ…