Odisha Link
Bridging the Missing Links in Odisha
Browsing Tag

P. Chidambrama

ଓମାର ଓ ମୁଫତିଙ୍କ ନାଁରେ ଲାଗିଲା…

ନୂଆଦିଲ୍ଲୀ: ଅଗଷ୍ଟ ୪ରୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍‌ଏ) ଲଗାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ସେମାନେ ଦୀର୍ଘ ୬ ମାସ ହେଲା ଷ୍ଟେଟ ଗେଷ୍ଟ ହାଉସରେ ଅଟକ ଥିବା ବେଳେ ଏବେ ସେମାନଙ୍କ ନାଁରେ ପିଏସଏ…

ଏମ୍ସ ହସ୍ପିଟାଲ ଗଲେ ଚିଦାମ୍ବରମ୍ 

ନୂଆଦିଲ୍ଲୀ: ତିହାର ଜେଲରେ ଅସୁସ୍ଥ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ। ଫଳରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସ ନିଆଯାଇଛି। ତାଙ୍କ ପେଟରେ ଯନ୍ତ୍ରଣା ହେବାନେଇ ସେ ସୂଚନା ଦେବାପରେ ତାଙ୍କୁ ଏମ୍ସ ପଠାଯାଇଛି। ତାଙ୍କର ମେଡିକାଲ ଚେକ୍‌ଅପ୍‌ ହେବାନେଇ ସୂଚନା ରହିଥିଲେ ମଧ୍ୟ ସେ ଏମ୍ସରେ…

ପୁଣି ନିରାଶ ଚିଦାମ୍ବରମ୍, ଅକ୍ଟୋବର ୩…

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍। କାରଣ ଅକ୍ଟୋବର ୩ ତାରିଖ ଯାଏ ବଢ଼ିଲା ପି. ଚିଦାମ୍ୱରମଙ୍କ ବିଚାର ବିଭାଗୀୟ ହାଜତ ଅବଧି। ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ୱରମଙ୍କ ହାଜତ ମିଆଦ ବଢାଇଛନ୍ତି। ଅଗଷ୍ଟ ୨୦ରେ ଆଇଏନଏକ୍ସ ମିଡିଆ ଦୁର୍ନୀତି…

ଚିଦାମ୍ୱରମଙ୍କୁ ଝଟକା, ଅଗ୍ରୀମ ଜାମିନ୍…

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍। ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ…

ଚିଦାମ୍ବରମଙ୍କୁ ଝଟକା, ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ସୋମବାର ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ସିବିଆଇ ମାମଲାର ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ଦ୍ୱାରା ଚିଦାମ୍ବରମ ଗିରଫ ହେବା ପରେ ତାଙ୍କ ଆବେଦନ ବ୍ୟର୍ଥ ବୋଲି କହି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ…

ଆଜି ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବର୍ତ୍ତମାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚଦାମ୍ବରମ୍‌ ଆଇଏନଏକ୍ସ ମିଡିଆ ଅର୍ଥ ତୋଷାରପାତ ଓ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ଅଛନ୍ତି। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ନାମଞ୍ଜୁର…

ସିବିଆଇ ଅଧିକାରୀଙ୍କୁ ପ୍ରଶ୍ନ କରୁଛନ୍ତି…

ନୂଆଦିଲ୍ଲୀ: ଗିରଫ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଜେରା କରୁଛି ସିବିଆଇ। ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ତେବେ ସେ ଏଥିରେ ସହଯୋଗ କରୁ ନ ଥିବା କୁହାଯାଉଛି। ସିବିଆଇ ଅଧିକାରୀଙ୍କ ପ୍ରଶ୍ନରେ ସେ ଓଲଟା ପ୍ରଶ୍ନ ପଚାରୁଛନ୍ତି। ଗୁରୁବାର ପୂର୍ବାହ୍ନ ୮ ଠାରୁ ପଚରାଉଚରା…

ଚିଦାମ୍ବରମ୍‌ ଗିରଫ, ଆଜି ସିବିଆଇ…

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦିନର ନାଟକ ପରେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଓ ସିବିଆଇ ମଧ୍ୟରେ ଯେଉଁ ଲୁଚକାଳି ଖେଳ ଚାଲିଥିଲା ସେଥିରେ ଯବନିକା ପଡ଼ିଛି। ସିବିଆଇ ଏବଂ ଇଡିକୁ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଲୁଚିବାରେ ସକ୍ଷମ ହୋଇଥିବା ଚିଦାମ୍ବରମ୍‌ଙ୍କୁ ସିବିଆଇ ତାଙ୍କୁ ତାଙ୍କ ଘରୁ ହିଁ…

୧୦ ବର୍ଷ ତଳର ଶାହ-ଚିଦାମ୍ବରମ୍‌ଙ୍କ…

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଚିଦାମ୍ବରମଙ୍କୁ ନେଇଁ ଚର୍ଚ୍ଚା। ପି. ଚିଦାମ୍ବରମଙ୍କ ମାମଲାକୁ ନେଇ ଦେଶରେ ରାଜନୈତିକ ସ୍ତରରେ ସରଗମ୍‌ ଦେଖିବାକୁ ମିଳୁଛି। ଇଡ଼ି ଏବଂ ସିବିଆଇ ପକ୍ଷରୁ ଚିଦାମ୍ବରମ୍‌ଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ ପାଇଁ ଯୋଜନା କରାଯାଇଛି। ଚିଦାମ୍ବରମ୍‌ ଉପରେ ଦୁର୍ନୀତି ଅଭିଯୋଗ…

ପ୍ରଧାନ ବିଚାରପତି ନେବେ ଚିଦାମ୍ବରମ୍‌ଙ୍କ…

ନୂଆଦିଲ୍ଲୀ: କଂଗ୍ରେସ ନେତା ପି ଚିଦାମ୍ୱରମଙ୍କୁ ମିଳିଲାନି ଜାମିନ। ଆଜି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ୍ ଦେବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ। ଏବେ ଉଭୟ ସିବିଆଇ ଏବଂ ଇଡି ଚିଦାମ୍ୱରମଙ୍କୁ ଯେତେବେଳେ ଚାହିଁବେ ଗିରଫ କରିପାରିବେ। ଅନ୍ୟପଟେ ଗିରଫ ଭୟରେ ଦେଶ…