Odisha Link
Bridging the Missing Links in Odisha
Daily Archives

January 17, 2019

କୃଷି ଓଡ଼ିଶା: ଉଦ୍ୟାନକୃଷି କ୍ଷେତ୍ରରେ…

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନକୁ ପ୍ରାଥମିକତା ଦିଆଯାଉଛି। 5 ବର୍ଷ ମଧ୍ୟରେ 10 ଲକ୍ଷ ହେକଫର ଜମିରେ ଜଳସେଚନର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ 8 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ଧାର୍ଯ୍ୟ ଲକ୍ଷ୍ୟକୁ…

ରାଜ୍ୟ ବିଜେପି ସଂକଳ୍ପପତ୍ର ସମିତି ଘୋଷଣା

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଂକଳ୍ପପତ୍ର ସମିତି ଘୋଷଣା କରାଯାଇଛି । ଏହି ସମିତିର ଅଧ୍ୟକ୍ଷ ରୂପେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ…

ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ,…

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ବ୍ରିଟିଶ ଶାସନ । ସରକାର ଚାଷୀଙ୍କ ପାଇଁ କିଛି ନକରି ଓଲଟା ସରକାରୀ ଭାବେ ପୋଲିସ ଗୁଣ୍ଡାକୁ ଲଗାଇ ଚାଷୀଙ୍କ ମୁହଁ ବନ୍ଦ କରିବାକୁ ହୀନ ପ୍ରୟାସ କରିଛି । ଚାଷୀ ତାର ସମସ୍ୟାକୁ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯିବା ସମୟରେ ଅଗଣତାନ୍ତ୍ରିକ ଭାବେ ବିରୋଧ…

କାହା ଘର ଖାଁ ଖାଁ, କାହା ଘରେ ହାଉଯାଉ…

ଶୁଭ୍ରାଂଶୁ ପଣ୍ଡା: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଅ‍ାସୁଛି, ଓଡ଼ିଶା ରାଜନୀତି ସେତିକି ଚଳଚଂଚଳ ହେଉଛି। ଭୋଟରଙ୍କ ହାତେଇବା ପାଇଁ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ କିଛି ନେତା ସୁବିଧା ଉଣ୍ଡି ଦଳ ଡେଇଁବାରେ ମାତିଛନ୍ତି। ଏସବୁ ଭିତରେ ଯେଉଁ…

ସମ୍ରାଟ୍ କ୍ୟାସେଟ୍ ମାଲିକରୁ ବାବା ଅନନ୍ତ…

ଭୁବନେଶ୍ବର: ସେ ନିଜେ ଗୀତ ଲେଖୁଥିଲେ, ସଂଗୀତ ନିର୍ଦ୍ଦେଶନା ବି ଦେଉଥିଲେ, ଅକ୍ଷୟ ମହାନ୍ତିଙ୍କ ଠାରୁ ଅ‍ାରମ୍ଭ କରି ବାହାରୁ ମହମ୍ମଦ ଅଜିଜ୍, ବାବୁଲ ସୁପ୍ରିୟୋ ପ୍ରମୁଖ ବହୁ ନାମୀ କଣ୍ଠଶିଳ୍ପୀଙ୍କ ଦ୍ବାରା ଓଡ଼ିଅ‍ା ଗୀତ ପ୍ରସ୍ତୁତ କରୁଥିଲେ। ଏକଦା ଓଡ଼ିଶାର ଘରେ ଘରେ ପରିଚିତ ଥିଲା ତାଙ୍କ ଗୀତ ଓ…

ନିର୍ବାଚନ ପୂର୍ବରୁ କଂଗ୍ରେସ୍-ଓଜେଡ଼ି…

ଭୁବନେଶ୍ବର: ବିଜେଡ଼ି ପ୍ରତି ବିଜେପି କ୍ରମଶଃ ନରମ ମନଭାବ ପୋଷଣ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଏବେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ରଣନୀତିରେ ପରିବର୍ତ୍ତନର ଖବର ମିଳୁଛି। ତାଙ୍କର ନୂଆ ଦଳ ଓଡ଼ିଶା ଜନତା ଦଳ (ଓଜେଡି) ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ୍‌ ସହ…