Odisha Link
Bridging the Missing Links in Odisha
Monthly Archives

January 2019

ନୟାଗଡ଼ରେ ପ୍ରାୟୋଜିତ ପରିବର୍ତ୍ତନ

ଭୁବନେଶ୍ବର: ପୁରାଣରେ ଇନ୍ଦ୍ର ଚରିତ୍ର ବାବଦରେ ପ୍ରାୟ ସମସ୍ତେ ଅବଗତ ଥିବେ। ତାଙ୍କର ବିଳାସମୟ ଜୀବନ, ଅପସରାଙ୍କ ସହ ମନୋରଂଜନ, ସୁରାପାନ ଭଳି ବିଭିନ୍ନ ଅଭ୍ୟାସ ସହ ଆଉ ଗୋଟିଏ ଅଭ୍ୟାସ ମଧ୍ୟ ଥିଲା- ଭୟ। ଯିଏ ଯେଉଁଠି ତପସ୍ୟାରେ ବସିଲେ ଇନ୍ଦ୍ର ଭୟ ପାଉଥିଲେ, କାଳେ ତପସ୍ୟା ବଳରେ ସେ ସାଧକ ତାଙ୍କର ଇନ୍ଦ୍ର…

ଭାରତ-ପାକିସ୍ତାନ ବିଭାଜନକୁ ବିରୋଧ…

ବିରଜା ମହାପାତ୍ର: ପଟେଲ ଓ ନେହରୁଙ୍କ ମତରେ ବିଭାଜନ ନ ହୋଇଥିଲେ ଭାରତ ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତା ଜିନା ଯେଉଁ ଜିଦ ଧରିଥିଲେ ଭାରତକୁ ହିନ୍ଦୁ ଓ ମୁସଲମାନ ରାଷ୍ଟ୍ର ଭାବରେ ଦୁଇଭାଗ କରିଦେବା ଗତ କିଛି ବର୍ଷ ହେଲା ସୋସିଆଲ ମେଡିଆରେ ଅଡିଓ ଟେପ ଜରିଆରେ ନାଥୁରାମ ଗଡସେ କାହିଁକି…

କୋଟିପତି ଦମ୍ପତିଙ୍କୁ କାଳିଅ‍ା…

ଭୁବନେଶ୍ବର:ନିର୍ବାଚନ ପୂର୍ବରୁ ଗରୀବ ଚାଷୀଙ୍କ କଲ୍ୟାଣ ଲାଗି ରାଜ୍ୟ ସରକାର ପ୍ରଣୟନ କରିଥିବା କାଳିଅ‍ା ଯୋଜନା ଅ‍ାରମ୍ଭରୁ ବାଟବଣା ହାେଇଛି। ବହୁ ନକଲି ହିତାଧିକାରୀ ଓ ଧନୀ ଲୋକ ଏହି ଯୋଜନାରେ ପ୍ରଥମ କିସ୍ତିରେ ୫ ହଜାର ଲେଖାଏଁ ଟଙ୍କା ପାଇଥିବା ବେଳେ, ଏ ତାଲିକାରେ ଭୁବନେଶ୍ବରର ଏକ କୋଟିପତି…

ସିବିଆଇ ଜାଲରେ ଅରୁଣ ସାହୁ ଓ ଅତନୁ ନାୟକ

ଭୁବନେଶ୍ବର: ପୁଣି ଥରେ ଶାସକ ବିଜୁ ଜନତା ଦଳ ପଛରେ ମାତିଲା ସିବିଅ‍ାଇ ଭୂତ। ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଅ‍ାଇ ପଚରାଉଚରା ପାଇଁ ଡାକିଛି। ଖବର ସରବରାହ ସଂସ୍ଥା ଏଏନ୍ଅ‍ାଇ ମୁତାବକ, ଉଭୟଙ୍କୁ ସିବିଅ‍ାଇ ପଚରାଉଚରା…

ହରପ୍ରସାଦ ଦାସଙ୍କ ବଂଶ ପାଇଁ ପ୍ରଭାତ…

ଭୁବନେଶ୍ବର: ପ୍ରଖ୍ୟାତ ଓଡ଼ିଅ‍ା କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ ମହାଭାରତ ପଦ୍ୟ ‘ବଂଶ’ର ହିନ୍ଦୀ ଅନୁବାଦ ନିମନ୍ତେ ବିଶିଷ୍ଟ କବି ଓ ଅନୁବାଦକ ପ୍ରଭାତ ତ୍ରିପାଠୀ ପାଇବେ ସମ୍ମାନଜନକ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮। ମୂଳ ଓଡ଼ିଅ‍ା କବିତା ଗ୍ରନ୍ଥ ବଂଶ ନିମନ୍ତେ ହରପ୍ରସାଦ ଦାସ ୨୦୧୩…

ମୁଖିଅ‍ା ତ ବୁଝିବେ ନାହିଁ, ଜନତାଙ୍କୁ…

ଭୁବନେଶ୍ବର: ଓଡ଼ିଅ‍ା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇ ଏବଂ ଏ ଭାଷାକୁ ରାଜ୍ୟର ଶାସନର ଭାଷା କରିଛନ୍ତି ବୋଲି ରାଜ୍ୟ ସରକାର ଡେଙ୍ଗୁରା ପିଟୁଥିବା ବେଳେ, ଅସଲରେ ଭାଷା ଏ ସରକାର ଅମଳରେ ସବୁଠୁ କାନ୍ତାରରେ ପଡ଼ିଛି। ନାମକୁ ମାତ୍ର ଭାଷା ପ୍ରୀତି ଦେଖାଉଥିବା ସରକାର ଭାଷା ପ୍ରତି କାଣିଚାଏ ବି ଅ‍ାଗ୍ରହ…

ଫେବ୍ରୁଆରୀ ୧୪ରେ ପେନ୍ ଇନ୍ ବୁକ୍ସ ଯୁବ…

୧୨ ଜଣ ପାଇବେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୮ ପ୍ରଥମ ଥର ପାଇଁ ହିନ୍ଦୀ ଓ ଇଂରାଜୀ ଭାଷାର ଲେଖକ ସାମିଲ ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାର ୨୦୧୮ ସଂସ୍କରଣ ଲାଗି ଚୂଡ଼ାନ୍ତ ତାଲିକା ଘୋଷଣା ହୋଇଛି। ୧୦…

କଳାହାଣ୍ଡିରେ ୨୩ଶହ ବର୍ଷ ତଳର ନଗର…

ଭବାନୀପାଟଣା: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍ଅ‍ାଇ) ସଂସ୍ଥାନ ଭୁବନେଶ୍ବର କ୍ଷେତ୍ରର ଖନନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଠାରେ ମୌର୍ଯ୍ୟ ସାମ୍ରାଜ୍ୟ ସମସାମୟିକ ଖ୍ରୀଷ୍ଟପୂର୍ବ ୩୨୨-୧୮୫ ସମୟର ଏକ ନଗର ସଭ୍ୟତା ଅ‍ାବିଷ୍କାର କରାଯାଇଛି। ଖନନ ସମୟରେ ରାଜକୀୟ ଠାଣିର ରୂପା…

‘ପୀଠା’ ଯୋଜନାକୁ ପିଠାଖିଅ‍ା ଯୋଜନା…

ନୟାଗଡ଼: ବିଭିନ୍ନ ସରକାରୀ ଯୋଜନାରେ ସ୍ବଚ୍ଛତା ଅ‍ାଣିବା ଓ ଉତ୍ତରଦାୟିତ୍ବ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପୀଠା (PEETHA) ଯୋଜନା ଅ‍ାରମ୍ଭ କରିଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଏହା ପ୍ରହସନରେ ପରିଣତ ହାେଇଛି। ଲୋକଙ୍କୁ ଯୋଜନା ଠାରୁ ଦୂରେଇ ପୀଠା ଶିବିରଗୁଡ଼ିକୁ ପିଠାଖିଅ‍ା ଶିବିରରେ…

ବିଜେଡି ସମାବେଶରେ ବସିବାକୁ ଠା’ ପାଇଲେନି…

ନୟାଗଡ଼: ଗତ ସପ୍ତାହରେ ଦିଲ୍ଲୀରେ ବିଜୁ ଜନତା ଦଳ ଚାଷୀ ସମାବେଶ ଅ‍ାଳରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଥିରେ ଯୋଗଦେଇ ହଟହଟା ହାେଇଛନ୍ତି ପୂର୍ବତନ ସାଂସଦ ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର। ଚଳିତ ମାସ ୮ ତାରିଖରେ ଦିଳ୍ଳୀର ତାଲକାତୋରା ଷ୍ଟାଡିୟମରେ ହାେଇଥିବା ଚାଷୀ ସମାବେଶରେ ଯଦିଓ…