Odisha Link
Bridging the Missing Links in Odisha
Daily Archives

February 2, 2019

ନୟାଗଡ଼ ବିଧାୟକଙ୍କୁ ଢାଲ କରି ଲୁଟିନେଲେ…

ନୟାଗଡ଼: ଉପରେ ଥିବା ଫଟୋରେ ମହିଳା ଜଣକ ହେଲେ କାକଟପୁର ଅଞ୍ଚଳର କ୍ଷଣପ୍ରଭା ଓଝା। କିନ୍ତୁ ନୟାଗଡ଼ ଓ କଟକ ଜିଲ୍ଲାରେ ଏ ମହାଶୟା ଚିଟ୍‌ ଫଣ୍ଡ୍‌ ନାମରେ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ଏଥିରେ ନୟାଗଡ଼ର ବିଧାୟକ ଅରୁଣ ସାହୁ ସଂପୃକ୍ତ ଅଛନ୍ତି ବୋଲି କ୍ରାଇମ ବ୍ରାଞ୍ଚ ପାଖରେ ଅଭିଯୋଗ ବି ହୋଇଛି। ଘଟଣା…

ରବର୍ଟ ଭଦ୍ରାଙ୍କୁ ଫେବ୍ରୁଆରି ୧୬…

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଶନିବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ବେଆଇନ୍‌ ଆର୍ଥିକ କାରବାର ମାମଲାରେ ଫେବ୍ରୁଆରି ୧୬ ତାରିଖ ପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରକାର…

ଆପୋଲୋ ଅଗ୍ନିକାଣ୍ଡ: କେନ୍ଦ୍ରାଂଚଳ ରେଂଜ…

ଭୁବନେଶ୍ୱର: ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟଣା ନେଇ ଅଗ୍ନିଶମ ଡିଜି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶରେ କେନ୍ଦ୍ରାଂଚଳ ରେଂଜ ଫାୟାର ଅଫିସର ଘଟଣାର ତଦନ୍ତ କରିବେ। ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ଅଛି କି ନାହିଁ…