Odisha Link
Bridging the Missing Links in Odisha
Daily Archives

March 26, 2019

କଟକ ଲୋକସଭା ଅ‍ାସନରୁ ଲଢ଼ିବେ ସୌମ୍ୟରଂଜନ…

ଭୁବନେଶ୍ବର: ଖଣ୍ଡପଡ଼ା ବିଧାନ ସଭା ନୁହେଁ, ବରଂ କଟକ ଲୋକସଭା ଅ‍ାସନରୁ ଲଢ଼ିପାରନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଭର୍ତ୍ତୃହରି ମହତାବଙ୍କ ସ୍ଥାନରେ ଏଥର ସୌମ୍ୟଙ୍କୁ ପ୍ରାର୍ଥୀ କରିବା ନେଇ ଦଳ ଚିନ୍ତା କରୁଥିବା ସୂଚନା ମିଳିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଦୁଇ ଦୁଇ ଥର ପ୍ରାର୍ଥୀ ହାେଇ ପରାଜୟ ବରଣ…

ପୁରୀରେ ପଦ୍ମ ନୁହେଁ, ଫୁଟିବ ଶଙ୍ଖ:…

ପୁରୀ: କହୁ କହୁ କହିଦେଲେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ପଦ୍ମ ବଦଳରେ ପାଟିରୁ ବାହାରି ପଡ଼ିଲା ବିଜୁ ଜନତା ଦଳର ଦଳୀୟ ସଙ୍କେତ ଶଙ୍ଖର ପ୍ରଶସ୍ତି। ଗଣମାଧ୍ୟମରେ ମତ ରଖିଲା ବେଳେ ସମ୍ବିତ କହିଛନ୍ତି ଯେ, ପୁରୀରେ ଏଥର ଶଙ୍ଖ ଫୁଟିବ। ନିଜ ବକ୍ତବ୍ୟରେ ଗତକାଲି ସଂଧ୍ୟାରେ ଏଭଳି…

ବିଜେପୁରରୁ ସନତ ଗଡ଼ତିଅ‍ାଙ୍କୁ ପ୍ରାର୍ଥୀ…

ଭୁବନେଶ୍ବର: ଭାରତୀୟ ଜନତା ଦଳର ଚତୁର୍ଥ ବିଧାୟକ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ଅ‍ାଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ସାମନା କରିବେ ବିଜେପିର ସନତ ଗଡ଼ତିଅ‍ା। ୪ଟି ପର୍ଯ୍ୟାୟରେ ବିଜେପି ଏଯାବତ୍ ଓଡ଼ିଶାରୁ ୧୩୨…