Odisha Link
Bridging the Missing Links in Odisha
Monthly Archives

March 2019

ସେନାବାହିନୀ ଗହଣରେ ପୁଅ ବାହାଘର ପାଳିଲେ…

ମୁମ୍ବାଇ: ସହର ଏବଂ ଦେଶକୁ ସୁରକ୍ଷିତ ରଖିବାଦିଗରେ ଅହରହ କାର୍ଯ୍ୟ କରୁଥିବା ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନ ଜଣାଇ ଆଜି ସଂଧ୍ୟାରେ ସେନା ବାହିନୀ, ନୌବାହିନୀ,ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୋଲିସ, ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟ କରୁଥିବା ସହସ୍ରାଧିକ ଅଧିକାରୀ, କର୍ମଚାରୀ ଓ …

ନୟାଗଡ଼: ଗରିବ ମହିଳାଙ୍କୁ ନ୍ୟାୟ…

ଭୁବନେଶ୍ବର: ଗତ ତିନି ପାଳି ଧରି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ବିଜେଡି ସୁପ୍ରିମୋ ନିରନ୍ତର ଅ‍ାଶୀର୍ବାଦ କରି ଅ‍ାସୁଥିବା ବେଳେ ଅ‍ାଗାମୀ ନିର୍ବାଚନରେ ମଧ୍ୟ ତାଙ୍କୁ ନୟାଗଡ଼ ବିଧାନସଭା ଅ‍ାସନ ଟିକେଟ ମିଳିବା ଏକ ପ୍ରକାର ନିଶ୍ଚିତ ହାେଇଯାଇଛି। ତେବେ ମହିଳାଙ୍କ ପାଇଁ ନାନାଦି ଦରଦ ଦେଖାଉଥିବା…

ସିମୁଳିଅ‍ାରୁ କଂଗ୍ରେସ୍ ପ୍ରାର୍ଥୀ ହେବେ…

ଭୁବନେଶ୍ବର: ୨୦୧୯ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଅପରାଧୀ ପ୍ରାର୍ଥୀଙ୍କ ପାଇଁ ଏଥର କଡ଼ାକଡ଼ି ନିୟମ କରିଛନ୍ତି ନିର୍ବାଚନ ଅ‍ାୟୁକ୍ତ। ପ୍ରାର୍ଥୀମାନେ ନିଜ ଅପରାଧ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଗଣମାଧ୍ୟମ ମାଧ୍ୟମରେ ସର୍ବସାଧାରଣରେ ପ୍ରକାଶ କରିବେ। ଏପରି ସ୍ଥଳେ ଜାମିନ ବିହୀନ ଗିରଫ…

ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ ସ୍କୁଲ…

ଭୁବନେଶ୍ବର: ବିଶ୍ବ ମହିଳା ଦିବସ ଅବସରରେ ଦ ଓ୍ବିଜଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲ କିଣ୍ଡରଗାର୍ଟେନ୍ ତରଫରୁ ହୋଟେଲ କ୍ରାଉନ୍ ଠାରେ “ପ୍ରାଥମିକ ଶିଶୁ ଶିକ୍ଷା: ସାର୍ବଜନୀନ ପ୍ରଣାଳୀ ଓ ଅଭ୍ୟାସ” ଶୀର୍ଷକ ଏକ ବାର୍ତ୍ତ।ଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଗୌରୀ…