Odisha Link
Bridging the Missing Links in Odisha
Daily Archives

April 1, 2019

କର୍ମୀଙ୍କୁ ଉତ୍ସାହିତ କରିବାକୁ ମିଛ…

ଭୁବନେଶ୍ୱର: ଆଜି ଗଜପତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦେଇଥିବା ଭାଷଣର ଜବାବ ରଖିଛି ବିଜେଡି। ବିଜେପି ସ୍ଥିତି ଦେଖି ନିରୁତ୍ସାହିତ ହୋଇପଡିଥିବା କର୍ମୀଙ୍କୁ ଉତ୍ସାହିତ କରିବାକୁ ଅମିତ ଶାହା ଗୁଡାଏ ମିଛ କହିବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।…

ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବେ ସୌମ୍ୟରଂଜନ

ନୟାଗଡ଼: ବିଜୁ ଜନତା ଦଳ ଆଜି ଏହାର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୧୦ଟି ବିଧାନସଭା କ୍ଷେତ୍ର ଓ ୨ଟି ଲୋକସଭା କ୍ଷେତ୍ର ଲାଗି ପ୍ରାର୍ଥୀ ଘୋଷଣା ହୋଇନାହିଁ। ଖଣ୍ଡପଡ଼ା ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ଅସମାହିତ ଥିବା ବେଳେ ଏଠାରୁ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପ୍ରାର୍ଥୀ…

ବିଜେଡି ପ୍ରାର୍ଥୀ ତାଲିକା: କଟିଲେ ୪…

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ ଅର୍ଥମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶିଭୂଷଣ ବେହେରାଙ୍କ ସମେତ ୪ ଜଣ ଦଳୀୟ ବିଧାୟକଙ୍କ ଟିକେଟ୍‌ କଟିଛି। ବରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏବଂ ରାଇରଙ୍ଗପୁର ବିଧାୟକ…

ଆଜି ପ୍ରକାଶ ପାଇବ ବିଜେଡିର ଚୂଡ଼ାନ୍ତ…

ଭୁବନେଶ୍ବର: ଆଜି ଘୋଷଣା ହୋଇପାରେ ବିଜୁ ଜନତା ଦଳର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ମୋଟ ୬ଟି ପର୍ଯ୍ୟାୟରେ ଦଳ ଏଯାବତ୍‌ ୧୨୮ ବିଧାୟକ ପ୍ରାର୍ଥୀ ଓ ୧୮ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି। ବାକି ଥିବା ୩…