Odisha Link
Bridging the Missing Links in Odisha
Daily Archives

June 13, 2019

୧୯ ଜିଲ୍ଲାକୁ କାଳବୈଶାଖୀର ସତର୍କ ସୂଚନା

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୯ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ରାତି ୮ ଟା ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ରାତିରେ ପ୍ରବଳ ଧୂଳିଝଡ, ବଜ୍ରପାତ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଝଡ ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା…

ଇତିହାସ ରଚିବ ବାଣୀବିହାର: ପ୍ରଥମଥର…

ଭୁବନେଶ୍ୱର: କିଛି ନା କିଛି ଘଟଣା ହେଉ ବା ଅଘଟଣକୁ ନେଇ ସଦାବେଳେ ଚର୍ଚ୍ଚାରେ ରହି ଆସୁଛି ଉତ୍କଳ ବିଶ୍ବବିଦ୍ୟାଳୟ। ଏଥର କିନ୍ତୁ ଇତିହାସ ରଚିବାକୁ ଯାଉଛି ଉତ୍କଳ ବିଶ୍ବବିଦ୍ୟାଳୟ(ବାଣୀବିହାର)। ଏନ୍‌ଓସି ଦେଇନପାରି ପରୀକ୍ଷାରୁ ବଞ୍ଚିତ ହୋଇଥିବା ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ଅସମୟରେ ସ୍ବତନ୍ତ୍ର…

ଚାକିରୀଆଙ୍କ ପାଇଁ ପିଏଚଡି ପାଠ୍ୟକ୍ରମ…

ରାଉରକେଲା: ଆପଣ ନିଜ କର୍ମମୟ ଜୀବନରେ ବ୍ୟସ୍ତ ଅଛନ୍ତି କି ? ନିଜର ପେଶାଦାର ଜୀବନରେ ଉନ୍ନତି କରିବାକୁ ଚାଁହୁଛନ୍ତି କି ? ସେଥିପାଇଁ ଆପଣଙ୍କୁ କିଛି ଭିନ୍ନ କୋର୍ସ କରିବାକୁ ପଡିପାରେ|ଯେମିତିକି ପିଏଚଡି ହେଉ ବା ଏମବିଏ କରିବା ଦ୍ୱାରା ବଢିପାରେ ଆପଣଙ୍କ ଖ୍ୟାତି | ତେବେ ଡେରି କାହିଁକି, ରାଉରକେଲାରେ…

ରିଲିଜ ହେଲା ‘ସାହୋ’ର ଟିଜର

ମୁମ୍ବାଇ : ‘ବାହୁବଳୀ’ର ଅଭିନେତା ପ୍ରଭାସଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ଟିଜର ହିନ୍ଦୀ,ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରାଯାଇଛି। ପାଓ୍ବାର ପ୍ୟାକଡ ଆକ୍ସନ ଫିଲ୍ମ ‘ସାହୋ’ରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁର ନଜରକୁ ଆସିଛନ୍ତି। ୧ମିନିଟ ୩୯ସେକେଣ୍ଡର ଟିଜରରେ ଫୁଲ ଅନ୍ ଆକ୍ସନ ଭରି ରହିଛି।…

ଓଡ଼ିଆ ପାଇଲଟଙ୍କ ମୃତ୍ୟୁ: ଶୋକ ପ୍ରକାଶ…

ଭୁବନେଶ୍ବର: ଭାରତୀୟ ବାୟୁ ସେନାର ଏଏନ୍ -୩୨ ବିମାନ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ବିୟୋଗ ହୋଇଛି। ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ପରିବାରକୁ ମଧ୍ୟ ଗଭୀର…

ପ୍ରତିଟି ଓଡ଼ିଆ ଘରେ ରଜ ପର୍ବ

ଭୁବନେଶ୍ବର : ଆସନ୍ତା କାଲି ରଜ ସେଥିପାଇଁ ଗାଁରୁ ସହର ହୋଇ ଉଠିଛି ଚଳଚଞ୍ଚଳ। ରଜ ଏପରି ଏକ ପର୍ବ ଯେଉଁ ପର୍ବକୁ ପ୍ରତିଟି ଓଡିଆ ପାଳନ କରିବା ଲାଗି ବର୍ଷ ଯାକ ଅପେକ୍ଷା କରିଥାନ୍ତି। ରଜ ନାଁ ଶୁଣିଲେ ପ୍ରତିଟି ଓଡିଆ  ବିଦେଶରେ  ଥିଲେ ବି ଟିକେ ସମୟ ପିଲାବେଳର ସେହି ସ୍ମୃତିକୁ ମନେ ପକାଇବାଲାଗି ନିଜକୁ…

ମି’ ଟୁ ମାମଲା: ନାନା ପାଟେକରଙ୍କୁ…

ମୁମ୍ବାଇ: ଦେଶର ପ୍ରଥମ ମି’ ଟୁ ଅଭିଯୋଗ ଏକ ପ୍ରକାରର ବନ୍ଦ ହୋଇଯାଇଛି। କାହିଁକିନା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲା ବନ୍ଦ ହୋଇଯାଇଛି। ଆଜି(ଗୁରୁବାର) ମୁମ୍ବାଇ ପୁଲିସ୍‌ ତନୁଶ୍ରୀ ଆଣିଥିବା ଅଭିଯୋଗର ତଦନ୍ତ…

ବଉଦ ଜିଲ୍ଲା: ବର୍ଷାରେ ବାମଣ୍ଡାଗାଁ…

ବଉଦ: ଆଉ ଅଳ୍ପ ଦିନପରେ ଓଡ଼ିଶା ଛୁଇଁବ ମୌସୁମୀ। କହିବାକୁ ଗଲେ ଓଡ଼ିଶାର ମୁଣ୍ଡ ଉପରେ ମୌସୁମୀ। ଗତକାଲି ରାତିରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ସେହିପରି ବଉଦ ଜିଲ୍ଲାର ବାମଣ୍ଡା ଗ୍ରାମରେ ମଧ୍ୟ ବର୍ଷା ହୋଇଥିଲା। କାଣିଚାଏ ବର୍ଷାରେ ମଧ୍ୟ ଗାଁ ଦାଣ୍ଡ ପୋଖରୀ…

ନିରଞ୍ଜନ-ନରସିଂହ ଆଲୋଚନା

ଭୁବନେଶ୍ୱର : ଚଳିତ ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଭିନ୍ନ ସମୟରେ କଂଗ୍ରେସର ବୈଠକ ପରେ ବୈଠକ ବସୁଛି । ଆଲୋଚନା ଓ ତର୍ଜମା ହେଉଛି । ତେବେ ଗୁରୁବାର କଂଗ୍ରେସର ୨ ବରିଷ୍ଠ ନେତା ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ଗୁରୁବାର ପିସିସି…

ରଥଯାତ୍ରା ତୃତୀୟ ସମନ୍ୱୟ ବୈଠକ ଶେଷ:…

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀରେ ଆୟୋଜିତ ହୋଇଥିଲା ତୃତୀୟ ସମନ୍ୱୟ କମିଟି ବୈଠକ । ଆଇନ ମନ୍ତ୍ରୀ ପ୍ରତିପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶେଷ ହୋଇଛି । ବୈଠକରେ ସେବାୟତ ଓ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରମାନେ ଉପସ୍ଥିତ ଥିଲେ । ବୈଠକରେ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଉପରେ…