Odisha Link
Bridging the Missing Links in Odisha
Daily Archives

June 13, 2019

ଲୁଟ୍‍ ପରେ ସ୍କୁଟିରୁ ମହିଳାଙ୍କୁ…

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ନିକଟରେ ଆଜି ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କଠାରୁ ୩ଜଣ ଦୁର୍ବୃତ୍ତ ସୁନାହାର ଲୁଟି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ହେଉଛନ୍ତି ରୋଷୋ ଗ୍ରାମର ମାନସୀ ପଣ୍ଡା। ହାର ଲୁଟି ନେବା ପରେ ଦୁର୍ବୃତ୍ତମାନେ ମାନସୀଙ୍କୁ ସ୍କୁଟିରୁ ଠେଲି ପକାଇ…

ଧର୍ମଘଟରେ ଥିବା କନିଷ୍ଠ ଡାକ୍ତରଙ୍କୁ…

କୋଲକାତା: କୋଲକାତାରେ କନିଷ୍ଠ ଡାକ୍ତରଙ୍କ ଧର୍ମଘଟର ଆଜି ତୃତୀୟ ଦିନରେ ପହଁଞ୍ଚିଛି। ଜଣେ ରୋଗୀଙ୍କର ମୃତ୍ୟୁ ଘଟିବା ପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରେ ଲହୁ ଲୁହାଣ ହେବା ପରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ କନିଷ୍ଠ ଡାକ୍ତରମାନେ ଆରମ୍ଭ କରିଥିଲେ ଧର୍ମଘଟ। ଗୁରୁବାର ଦିନ କୋଲକାତାସ୍ଥିତ ଏସଏସକେଏମ…

ଗିରଫ ହେଲେ ରସିକିଆ ବାବା

ନୂଆପଡ଼ା : ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ବସନ୍ତ କୁମାର ବାଗ। ତା’ ଘର ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଘୁଟୁପାଲି ଗାଁରେ। ସୂଚନା ଅନୁଯାୟୀ, ନାବାଳିକାଙ୍କୁ ଭୂତ ଲାଗିଥିବା ସନ୍ଦେହ କରି ତାଙ୍କ…

ଖୁବଶୀଘ୍ର ଅଧ୍ୟାପକ ପଦବୀ ପୂରଣ ହେବ:…

ଭୁବନେଶ୍ବର: ନୂତନ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିବା ଅରୁଣ ସାହୁଙ୍କ ଅଧ୍ୟଷତାରେ ଆଜି ଭୁବନେଶ୍ୱର ପୁସ୍ତକ ଭବନରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ବିଦ୍ୟାଳୟ କୁଳପତି ସମ୍ମିଳନୀ। ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବିଭିନ୍ନ ବିଶ୍ବ ବିଦ୍ୟାଳୟର କୁଳପତି ଏବଂ ଅନ୍ୟ ବରିଷ୍ଠ…

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନରେ…

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏଏନ୍‌-୩୨ ବିମାନ। ସେହି ବିମାନରେ ଥିବା କୌଣସି ବ୍ୟକ୍ତି ବଞ୍ଚି ନାହାନ୍ତି ବୋଲି ଆଜି ଭାରତୀୟ ବାୟୁସେନା ନିଶ୍ଚିତ କରିଛି। ଏଡି ବୀମାନରେ ଥିଲେ ବାୟୁସେନା ପର୍ବତାରୋହୀଙ୍କ ମଧ୍ୟରୁ ନଅ ଜଣ, ସେନାରୁ ଚାରି ଜଣ ଏବଂ ଦୁଇ ଜଣ…

ରାଜସ୍ୱ ସଂଗ୍ରହ ୧୯% ବୃଦ୍ଧି

ଭୁବନେଶ୍ୱର : ଚଳିତ ବର୍ଷର ମେ’ ମାସ ଶେଷ ସୁଦ୍ଧା ରାଜସ୍ୱ ସଂଗ୍ରହ ୧୯ ପ୍ରତିଶତ ବୃଦ୍ଧି ପାଇଛି । ପଞ୍ଚମ ପାଳିର ରାଜ୍ୟ ସରକାର ପାଇଁ ଏହା ଆଣି ଦେଇଛି ବଡ଼ ଧରଣର ଆଶ୍ୱସ୍ତି । ତେବେ ଗତ ମାସରେ ଯୋଜନା ଓ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ପରିମାଣ ପୂର୍ବ ବର୍ଷ ତୁଳନାରେ କମିଛି । ନିର୍ବାଚନ ଆଚରଣ ବିଧି ଲାଗୁ…

୮ ଜୁଲାଇରୁ ମାଟ୍ରିକ ସପ୍ଲିମେଣ୍ଟାରୀ…

ଭୁବନେଶ୍ୱର : ଜୁଲାଇ ୮ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ୧୪ ତାରିଖରେ ଶେଷ ହେବ । କିନ୍ତୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ । ସକାଳ ୯ଟାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମଶିଷ…

ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ ବୈଠକ

ପୁରୀ : ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ ବୈଠକ ଗୁରୁବାର ପୁରୀ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ପ୍ରଶାସକ ପି.କେ ମହାପାତ୍ର, କେନ୍ଦ୍ରାଞ୍ଚଳ ଆରଡିସି ଏ.କେ ସାମଲ, ଜିଲାପାଳ…

ଶୁକ୍ରବାର ନବୀନ-ଧର୍ମେନ୍ଦ୍ର ବୈଠକ!

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଶୁକ୍ରବାର ଓଡ଼ିଶା ଭବନରେ ବୈଠକ ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଏହି ବୈଠକ ସମ୍ପର୍କରେ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା…

ରାଜନୀତିର ଖେଳକୁ ଏଣ୍ଟ୍ରି କରିବେ କି…

ନୂଆଦିଲ୍ଲୀ: ଅନେକ ଖେଳାଳୀ ଖେଳରୁ ଅବସର ନେବା ପରେ ରାଜନୀତିର ଖେଳରେ ଯୋଗ ଦେଇଥାନ୍ତି। ସେହିପରି ଓଡ଼ିଆ ସ୍ପିଣ୍ଟର ଦୂତି ଚାନ୍ଦ ରାଜନୈତିକ ମଇଦାନରେ ପାଦ ଥାପିବା ନେଇ ଜୋର ଚର୍ଚ୍ଚା ହେଉଛି। ଏକ ଗଣମାଧ୍ୟମ ସଂସ୍ଥା ସିଏନଏନକୁ ସାକ୍ଷାତ କରି ଦୂତି କହିଛନ୍ତି ଯେ, ରାଜନୀତି ପ୍ରତି ତାଙ୍କର ଆଗ୍ରହ ରହିଛି,…