Odisha Link
Bridging the Missing Links in Odisha

ବୁଲେଟ୍‌ ସହ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ରମ୍ଭା ଥାନା ବିରୁଳିଗଡ଼ ରାସ୍ତା ଉପରେ ବୁଲେଟ୍ ସହ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ମୃତକଙ୍କ ପରିଚୟ ମିଳିଛି। ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ଅଶ୍ୱିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କ ମୁହଁରେ କ୍ଷତଚିହ୍ନ ରହିଛି। ତାଙ୍କର ହତ୍ୟା ହୋଇଛି ନା ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.