Odisha Link
Bridging the Missing Links in Odisha
Daily Archives

July 1, 2019

ନୂଆ ଜର୍ସି କାରଣରୁ ଟିମ୍‌ ଇଣ୍ଡିଆ…

ଶ୍ରୀନଗର: ଗତକାଲି କ୍ରିକେଟ ବିଶ୍ବକପ୍‌ ୨୦୧୯ର ୩୮ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଠାରୁ ପରାଜିତ ହୋଇଛି। ଏହି ମ୍ୟାଚରେ ଇଂଲଣ୍ଡର ୩୩୭ ରନର ପିଛା କରି ଟିମ୍ ଇଣ୍ଡିଆ ୩୧ ରନରେ ପରାଜୟ ବରଣ କଲା ।ତେବେ ଭାରତର ଏହି ପରାଜୟ ପରେ ଏବେ ଚାରିଆଡ଼େ ଆଲୋଚନା ଏବଂ ସମାଲୋଚନା ଦେଖିବାକୁ ମିଳିଛି।…

ଅଣ୍ଟିଏ ଭୋକର ଗୀତ

ଜୟଦ୍ରଥ ସୁନାଙ୍କ କବିତା ଅଣ୍ଟିଏ ଭୋକର ଗୀତ ସ୍ବପ୍ନର ପଥରେ ଚାଲି ହୁଏନିରେ ବୁିମାନେ ଆଶାର ଦିଶାରେ ବଞ୍ଚି ହୁଏନିରେ ନୁନାମାନେ ଆସ, ମହୁଲ ବେଟିଯିବା ପତର ତୋଳିଯିବା ଇଏ ଆମର ଅନ୍ଧାର ଅର୍ଗଳିର ଅପନ୍ତରା ଭାଗ୍ୟ ହେଇ ଦେଖ, ଈଶ୍ବର ଖଞ୍ଜିଲେ ତାଙ୍କ ହାତରେ ପୋଥି ଅନ୍ୟ ହାତରେ ଖଣ୍ଡା କାହା…

ଆଜିଠୁ ୧୦୦ ଟଙ୍କା ଶସ୍ତାରେ ମିଳିବ…

ନୂଆଦିଲ୍ଲୀ: ଆଜିଠୁ ୧୦୦ ଟଙ୍କା ଶସ୍ତାରେ ଗ୍ରାହକ ପାଇବେ ଏଲପିଜି ସିଲିଣ୍ଡର। ଜୁଲାଇ ପହିଲା ଅର୍ଥାତ୍‌ ଆଜି ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ ବୋଲି ଇଣ୍ଡିଆନ ଅଏଲ କର୍ପୋରେସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଅଛି।ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍‌ ଏଣିକି ସିଲିଣ୍ଡର…

ଜଳମଗ୍ନ ସ୍ମାର୍ଟ ସିଟି ଭୁବନେଶ୍ବର

ଭୁବନେଶ୍ବର: ରାଜରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଏମିତିକି ଓଭର୍‌ ବ୍ରିଜ୍‌ ଉପରେ ପାଣି ଲହଡ଼ି ଭାଙ୍ଗୁଛି। ଗତକାଲି ସନ୍ଧ୍ୟାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ମାର୍ଟ ସିଟି ଭୁବନେଶ୍ବରରେ। ଲଘୁଚାପ ପ୍ରଭାବରେ ଗତକାଲି ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଯାହାଫଳରେ ରାଜଧାନୀର…