Odisha Link
Bridging the Missing Links in Odisha
Daily Archives

July 2, 2019

ଦ୍ବିତୀୟ ଶ୍ରୀକ୍ଷେତ୍ର ଭେଳିକି

ରାଜ୍ୟର ଅନ୍ୟତମ ସର୍ବପୁରାତନ ମନ୍ଦିର ଶ୍ରୀମନ୍ଦିର ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଶ୍ରଦ୍ଧା ଯୋଗୁଁ କାଳକ୍ରମେ ପୁରୀ ସହର ଶ୍ରୀପୁରୁଷୋତ୍ତମକ୍ଷେତ୍ର, ଶଙ୍ଖକ୍ଷେତ୍ର ଓ ଶ୍ରୀକ୍ଷେତ୍ର ନାମରେ ଖ୍ୟାତ ହୋଇଛି। ତେବେ ସରକାରୀ ରାଜସ୍ବ ନଥିରେ ଏ ସହରର ନାମ ପୁରୀ ହିଁ ରହିଛି। ଅନୁରୂପ ଭାବେ ସ୍ଥାନୀୟ ଐତିହ୍ୟ ଓ…

ରାଜଧାନୀରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି…

ଭୁବନେଶ୍ବର : ଆଉ ଦୁଇ ଦିନ ପରେ ଘୋଷଯାତ୍ରା। ଏଥିପାଇଁ ରାଜଧାନୀରେ ଇସ୍କନ୍ ମନ୍ଦିର ସମେତ ୫୦ରୁ ଅଧିକ ସ୍ଥାନରେ ରଥଟଣା ହେବ। ବିଶେଷକରି ଇସ୍କନ୍ ଓ କିଟ୍ ରେ ଅଧିକ ଭିଡ଼ ପରିଲକ୍ଷିତ ହେବ। ତେଣୁ ଏହି ସମୟରେ ପୂରା ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ସହ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ…

ତିନି ଗାଁକୁ ପଶିଲା ଜୁଆର ପାଣି

କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଶିଶୁ ପଞ୍ଚାୟତର ଉଦୟକଣି ଠାରେ ସାମୁଦ୍ରିକ ଜୁଆର ପାଣି ପଶି ନିକଟସ୍ଥ ତିନୋଟି ଗାଁକୁ ଜଳମଗ୍ନ କରି ଦେଇଛି । ସାମୁଦ୍ରିକ ଲୁଣିପାଣି ମାଡ଼ିବା ଦ୍ୱାରା ଚାଷ ଜମିରେ ରବି ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି କରିଛି। ସମୁଦ୍ରକୂଳରେ ଝାଉଁ ଜଙ୍ଗଲର…

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୩୪ ମୃତ

ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ ହେଲା ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ। ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ବେହାଲ୍ ହୋଇପଡିଛି ମାୟାନଗରୀ। ଖବର ଲେଖାହେବା ଯାଏ ବର୍ଷା କାରଣରୁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୁଖ୍ୟତଃ କାନ୍ଥ ଭୁଶୁଡି ପଡ଼ିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହୁରି ଦୁଇ-ତିନି…

ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗି ରହିବ…

ଭୁବନେଶ୍ଵର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ବର୍ଷା ଲାଗି ରହିଛି । ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଲଘୁଚାପ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି । ଫଳରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଅଣସର ଘରୁ ବାହାରି ଶ୍ରଦ୍ଧାଳୁଙ୍କୁ ମଙ୍ଗଳବାର ଦର୍ଶନ ଦେବେ ମହାପ୍ରଭୁ। ଦୀର୍ଘ ଦିନ ଧରି ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁମାନେ ଆଜି ନବଯୌବନ ବେଶ ଦର୍ଶନ କରିବାର ସୌଭାଗ୍ୟ ପାଇବେ। ଆଜି ଅପରାହ୍ନ ୨ଟା ୩୦ ରୁ ୩ଟା ୩୦ ଯାଏଁ…