Odisha Link
Bridging the Missing Links in Odisha
Daily Archives

July 2, 2019

କ୍ରିକେଟ ବିଶ୍ବକପ୍: ଟସ୍‌ ଜିତି ଟିମ୍‌…

ଏଜବାଷ୍ଟନ: କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ତାର ପ୍ଲେଇଙ୍ଗ ଇଲେଭେନରେ କିଛିଟା ପରିବର୍ତ୍ତନ କରିଛି। ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଏବଂ ଭୁବନେଶ୍ବର କୁମାର ଟିମରେ…

‘କାଳିଆ’କୁ ନେଇ ରାଜ୍ୟ…

ଭୁବନେଶ୍ୱର: ‘କାଳିଆ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ। କାଳିଆ ଭଳି ଅନ୍ୟ ଯୋଜନା ଯେପରିକି ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଆଦି ବିଭିନ୍ନ ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ତେଲେଙ୍ଗାନାର ପେଣ୍ଟାପାଲି ପୁଲାରାଓଙ୍କ…

ପୋଲାଭରମ୍ ପ୍ରକଳ୍ପ ନେଇ…

ଭୁବନେଶ୍ବର : ପୋଲାଭରମ୍ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବାକୁ କଂଗ୍ରେସ କଡା ସମାଲୋଚନା କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ନବୀନଙ୍କର ଏହା ଭୁଆଁ ବୁଲା ରାଜନୀତି । ଏତେ ବର୍ଷ ଧରି ରାଜ୍ୟ କ୍ଷମତାରେ ଥାଇ ବି…

ବିଜେପିର ଦବଙ୍ଗ ବିଧାୟକ ଆକାଶଙ୍କ ଆଚରଣକୁ…

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ବିଜେପିର ଦବଙ୍ଗ ବିଧାୟକ ଆକାଶ ବିଜୟଭର୍ଗିଆ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମତ ରଖିଛନ୍ତି। ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିଆ ନିକଟରେ ସରକାରୀ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ବାଡ଼େଇବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।…

ଅଗ୍ନିକାଣ୍ଡରେ ଜଳିଗଲା ୧୧ ବଖରା ଘର

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ହରିଡ଼ାବନ୍ଧ ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗି ପ୍ରାୟ ୧୧ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏହାସହ ୨ ଗାଈ ଜୀବନ୍ତ ଦଗ୍ଧ ଓ ନିଆଁରେ ପୋଡ଼ି ହୋଇ ୪ ଗୋରୁ ଗୁରୁତର ହୋଇଛନ୍ତି। ଏହାସହ…

କ୍ରିକେଟ ବିଶ୍ବକପ୍: ୨ ଏସୀୟ ରାଷ୍ଟ୍ର…

ବର୍ମିଂହାମ: ଆଉ ଅଳ୍ପ ସମୟ ପରେ କ୍ରିକେଟ ମହାକୁମ୍ଭରେ ସାମ୍ନାସାମି ହେବ ୨ ଏସୀୟ ରାଷ୍ଟ୍ର ଭାରତ ଏବଂ ବାଲାଂଦେଶ। କ୍ରକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଆଜି ପଡ଼ିଆକୁ ଓହ୍ଲାଇବେ ଟିମ୍‌ ଇଣ୍ଡିଆ ଏବଂ ବାଲାଂଦେଶ। ଏହି ମ୍ୟାଚଟି ଏଜବାଷ୍ଟନରେ ଅପରାହ୍ନ ୩ଟାରେ ଖେଳାଯିବ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପରାଜୟ ବରଣ…

ସଂସଦରେ ଜଳବନ୍ଦୀ ଭୁବନେଶ୍ବର ପାଇଁ…

ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ବରର ଜଳବନ୍ଦୀ ସମସ୍ୟା କଥା ସଂସଦରେ ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ଯେ,“ ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ…

ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର…

ଯାଜପୁର : ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍‌ ଅଭିଯୋଗ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ସୁନ୍ଦରପୁର ଗାଁରେ ଡକାୟତି ହୋଇଛି । ସୁରେନ୍ଦ୍ର ସ୍ବାଇଁଙ୍କ ଘର କବାଟ ଭାଙ୍ଗି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ର ସ୍ବାଇଁଙ୍କ…

୨୦୧୭-୧୮ରେ ରାଜ୍ୟରେ ୫୫୦ ଶିଳ୍ପ…

ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନର ଆଜି ପ୍ରଶ୍ନ କାଳ ସ୍ବଭାବିକ ରହିଛି । ୨୦୧୭-୧୮ରେ ରାଜ୍ୟରେ ୫୫୦ ଶିଳ୍ପ ସଂସ୍ଥାରେ ୨ ଲକ୍ଷ ୬୬ ହଜାର ୮୫୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଥି ମଧ୍ୟରୁ ୩୯ ହଜାର ୮୯୩ ରାଜ୍ୟ ବାହାରର । ସ୍ଥାନୀୟ ଯୁବକଙ୍କୁ ୭୫ ପ୍ରତିଶତ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥାର ଅନୁପାଳନ…

ଇଂଲଣ୍ଡ ବିପକ୍ଷ ପରାଜୟ ଛାଇରେ ଲୁଚିଗଲା…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୩୮ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ପେସ୍‌ ବୋଲର ମହମ୍ମଦ ଶାମି ଏକ ବିଶ୍ବ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। କିନ୍ତୁ ଟିମ୍‌ ଇଣ୍ଡିଆର ପରାଜୟ ଶାମିଙ୍କ ରେକର୍ଡ଼କୁ ଲୁଚାଇ ଦେଲା। ରବିବାର ଖେଳାଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଭାରତୀୟ…