Odisha Link
Bridging the Missing Links in Odisha

କେନ୍ଦ୍ର ବଜେଟ ପୂର୍ବରୁ ସେୟାର ବଜାରରେ କାରବାର ବୃଦ୍ଧି

ମୁମ୍ବାଇ: କେନ୍ଦ୍ର ପୂର୍ଣ୍ଣାଙ୍ଗ ବଜେଟ ଆଜି ଲୋକସଭାରେ ଉପସ୍ଥାପିତ ହେବ। ଦିନ ସାଢେ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ। କିନ୍ତୁ ତା ପୂର୍ବରୁ ଭାରତୀୟ ସେୟାର ବଜେଟରେ ଉତ୍ସାହ ଦେଖିବାକୁ ମିଳିଛି । କାରବାର ଆରମ୍ଭର ୨ ମିନିଟରେ ୪୦ ହଜାର ଟପିଲା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ। ସେହିପରି ୧୨ ହଜାର ପାର କରିଛି ନିଫ୍ଟ। ଜୁନ୍ ୧୧ ପରେ ପ୍ରଥମଥର ପାଇଁ ୪୦ ହଜାର ଟପିଛି। କାରବାର ଆରମ୍ଭରୁ ବ୍ୟାଙ୍କିଂ ସେୟାରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଇଣ୍ଡିସ୍ ଇଣ୍ଡ, ଆକ୍ସିସ୍, ଏଚଡିଏଫସ୍ ସେୟାର ସମେତ ବଜାଜ ଫାଇନାନ୍ସ ଓ ଏସବିଆଇରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି।

Comments are closed.