Odisha Link
Bridging the Missing Links in Odisha

ରାହୁଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ଏକ ମାନହାନି ମାମଲାରେ ବିହାର ପାଟନାର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବିହାର ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାହୁଲଙ୍କ ବିରୋଧରେ ଏକ ମାନହାନି ମାମଲା କରାଯାଇଥିଲା ।
ପ୍ରକାଶ ଯେ, “ସବୁ ଚୋରଙ୍କ ଉପନାମ ମୋଦୀ” । ରାହୁଲଙ୍କ ଏହି ବିିବାଦୀୟ ବୟାନକୁ ନେଇ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ ମାନହାନୀ ମକଦମା କରିଥିଲେ । ଉପମୁଖ୍ୟମନ୍ତ୍ରୀଙ୍କ ଓକିଲଙ୍କ କହିବାନୁଯାୟୀ ରାହୁଲଙ୍କ ଏହି ବୟାନକୁ ନେଇ ସୁଶୀଳ ମୋଦୀ ଏପ୍ରିଲରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଅଦାଲତରେ ଏନଇ ଅଭିଯୋଗ କରିଥିଲେ ।

Comments are closed.